"ଚଣ୍ଡୀ ମନ୍ଦିର , ଚଣ୍ଡିଗଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
୧ କ ଧାଡ଼ି:
ଚଣ୍ଡୀ ମନ୍ଦିର(Hindu, ''Mandir'': "Temple")ଭାରତୟୟ ସହର  ଚଣ୍ଡିଗଡ ଠାରେଚଣ୍ଡିଗଡଠାରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଏହା ଶକ୍ତି ଦେବୀ ଚଣ୍ଡୀଙ୍କ ଉପାସନା ପାଇଁ ନିର୍ମିତ ହେଇଥିଲା । ଚଣ୍ଡିଗଡ ସହର ଠାରୁ 15 କିଲୋନିଟର ଦୂରରେ ଓ ମନସା ଦେବୀ ଆସ୍ଥାନ ରୁଆସ୍ଥାନରୁ 10 କିଲୋମିଟର ଦୂରରେ ଏହା ଅବସ୍ଥିତ । ଶିବାଳିକ ପର୍ବତମାଳା ପ୍ରଚ୍ଛଦରେ ଥାଇ ଏହି  ମନ୍ଦିରର ପାରିପାର୍ଶ୍ଵିକ ଦୃଶ୍ୟ ଅତ୍ୟନ୍ତ ମନୋରମ।  
 
ଏଠାରେ ପାଳିତ ହଉଥିବା ନବରାତ୍ର ସମାୟାରେ ସହସ୍ରାଧିକ ଭକ୍ତଙ୍କ ସମାଗମ ହେଇଥାଏ । ଏଠାରେ ଚଣ୍ଡୀଙ୍କ ପ୍ରତିମୂର୍ତି ସହ ରାଧା କୃଷ୍ଣ , ହନୁମାନ , ଶିବ ଓ ରାମଙ୍କ ପ୍ରତିମୂର୍ତି ମଧ୍ୟ ରହିଛି । ଏହି ମନ୍ଦିର ପରିସର ନିକଟରେ ଭାରତୀତ୍ୟ ସେନା ବାହିନୀର ପଶ୍ଚିମାଞ୍ଚଳ କମାଣ୍ଡ ଦପ୍ତର ରହିଛି ।