"ଚଉଖୁଟିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
{{Infobox settlement|name=Chaukhutia|settlement_type=Town|pushpin_map=India Uttarakhand#India|pushpin_map_caption=Location in Uttarakhand, India|latd=29|latm=53|lats=05|latNS=N|longd=79|longm=21|longs=05|longEW=E|coordinates_display=inline,title|subdivision_type=Country|subdivision_name={{flag|India}}|subdivision_type1=[[States and territories of India|State]]|subdivision_type2=[[Divisions of India|Division]]|subdivision_type3=[[List of districts of India|District]]|subdivision_name1=[[Uttarakhand]]|subdivision_name2=[[Kumaon division|Kumaun]]|subdivision_name3=[[Almora district|Almora]]|established_title=<!-- Established -->|unit_pref=Metric|population_density_km2=auto|demographics_type1=Languages|demographics1_title1=Official|timezone1=[[Indian Standard Time|IST]]|utc_offset1=+5:30|postal_code_type=[[Postal Index Number|PIN]]|registration_plate=UK 01|website={{URL|uk.gov.in}}}}'''ଚଉଖୁଟିଆ , '''ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଅଲମୋରା ଜିଲ୍ଲାରେ ଥିବା ଏକ ସହର । ରାମଗଙ୍ଗା ନଦୀ ତୀରରେ ଏହା ଅବସ୍ଥିତ , ଏହି ଚିତ୍ରସଦୃଶ ସୁନ୍ଦର ସ୍ଥଳ କୁମାୟନ ଭାଷାର " ଛଉ- ଖୁତ" ବା ଚାରିଟି ଗୋଡ ରୁଗୋଡରୁ ସୃଷ୍ଟି ହେଇଛି । ତାହା ପ୍ରକୃତରେ ଚାରିଟି ଦିଗ କୁଦିଗକୁ ସୁଚେଇ ଥାଏ । ପ୍ରଥମ ଦିଗ ଟି ରାମନଗର , ଦ୍ଵିତୀୟ କରଣପ୍ରୟାଗ , ତୃତୀୟ ରାନୀଖେଟ ଓ ଚତୁର୍ଥ ଟି ତଦଗତାଳ ଖଇରା ନାମକ ଅଞ୍ଚଳ କୁଅଞ୍ଚଳକୁ ଦେଖାଏ । ଏହି ସ୍ଥାନ ରୁସ୍ଥାନରୁ ଅଞ୍ଚଳର ସବୁ ଆଡକୁ ଗମନାଗମନର ସୁବିଧା ରହିଛି । 
 
== ମନ୍ଦିର ଓ ଇତିହାସ ==
 ହିନ୍ଦୁ ଦେବୀ କାଲୀଙ୍କୁ ଆରାଧ୍ୟା ଦେବୀ ହିସାବରେ ଆରାଧନା କରାଯାଉଥିବା କାଲୀ ମନ୍ଦିର କୁମନ୍ଦିରକୁ ଏଠାରେ ଅଙ୍ଗେରୀ ଦେବୀ ମନ୍ଦିର ନାମରେ କୁହାଯାଇଥାଏ । ରାମଗଙ୍ଗା ନଦୀ କୁଳରେ ଥିବା ଏହି ମନ୍ଦିର ସ୍ଥଳରେ ପ୍ରତିବର୍ଷ ଅଷ୍ଟମୀ ମେଳା ହେଇଥାଏ । ଏଠାକୁ ସମଗ୍ର ଅଞ୍ଚଳ ରୁଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ଆସି ପଶୁବଳି ଦେଇଥାନ୍ତି । ଏଠାରୁ 6 କିଲୋମିଟର ଦୂରରେ ପ୍ରାଚୀନ ଲଖଣପୁର ମନ୍ଦିର ରହିଛି । ଏହାକୁ କଟୟୁରୀ ରାଜା ନିର୍ମାଣ କରିଥିଲେ । ଏହା ନିକଟରେ ପ୍ରାଚୀନ କଟୟୁରୀ  ରାଜ୍ୟର ରାଜମହଳ ଓ ଦୁର୍ଗର ଭଗ୍ନାବଶେଷ ମଧ୍ୟ ଏକ ଦର୍ଶନୀୟ ସ୍ଥଳ ହିସାବରେ ରହିଛି । ଏହି ସ୍ଥାନ କୁସ୍ଥାନକୁ " ଭାଇରାତ " ନାମରେ ମଧ୍ୟ କୁହାଯାଉଥିଲା ଓ ପ୍ରବାଦ ଅନୁସାରେ ଏହା ମହାଭାରତର ରାଟ ରାଜାଙ୍କ ରାଜଧାନୀ ଥିଲା । ଏଠାରେ ପାଣ୍ଡବ ମାନେ କିଛି କାଳ ରହିଥିଲେ ନୋଳି ଓକ କଥା ରୁକଥାରୁ ଜଣାପଡେ । 
 
== ଗେଲେରୀ ==
"https://or.wikipedia.org/wiki/ଚଉଖୁଟିଆ"ରୁ ଅଣାଯାଇଅଛି