"ଗୋପାଳ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
୪୩ କ ଧାଡ଼ି:
୧୯୬୦ରେ ଶ୍ରୀ ଲୋକନାଥ ଫିଲ୍ମର ନିର୍ଦ୍ଦେଶନା ପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ରୌପ୍ୟ ପଦକ ମିଳିଥିବା ବେଳେ ସଙ୍ଗୀତ ନାଟକ ଏକାଡେମୀ, କବିବର ଗୌରୀଶଙ୍କର ପୁରସ୍କାର ଓ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ପରି ସେ ଶହେରୁ ଅଧିକ ପୁରସ୍କାର ପାଇଥିଲେ ।
==ମୃତ୍ୟୁ==
ଅଭିନେତା ଗୋପାଳ ଘୋଷ ୨୭ ଫେବୃଆରୀ ୨୦୧୫, ଶୁକ୍ରବାର ଦିନ ଭୋର ୪ଟା ୫୦ ସମୟରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୯୪ ବର୍ଷ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କୁ କଟକ ବଡ଼ ବେଡିକାଲକୁ ନିଅାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ଚଳଚ୍ଚିତ୍ର ତାରକା ଓ ଶୁଭେଚ୍ଛୁ ନନ୍ଦି ସାହି ସ୍ଥିତ ବାସ ଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଖାନନଗର ଠାରେଖାନନଗରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ସେଠାରେ ତାଙ୍କ ବଡପୁଅ ଅଭିଜିତ୍‍ ମୁଖାଗ୍ନୀ ଦେଇଥିଲେ ।
==ଆଧାର==
{{Reflist|30em}}