"ଗୁଗଲପ୍ଲେକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ )
୧ କ ଧାଡ଼ି:
{{ଆଧାର ନାହିଁ}}
 
ଗୁଗଲପ୍ଲେକ୍ସ ହେଉଛି [[ଗୁଗଲ]]<nowiki/>ର ଏବଂ ଏହାର ମୁଖ୍ୟ କମ୍ପାନୀ ଅଲଫାବେଟର ମୁଖ୍ୟ କାର୍ଯ୍ୟାଳୟ । ଏହା ମଉଣ୍ଟନଭିୟୁର ୧୬୦୦ ଅମ୍ଫିଥିଏଟର ପାର୍କୱେ ଠାରେପାର୍କୱେଠାରେ ଅବସ୍ଥିତ । 2,୦୦୦,୦୦୦ ବର୍ଗ ଫୁଟର ଏକ ସ୍ଥାନରେ ଏହାର ମୁଖ୍ୟ ଗୃହଟି ନିର୍ମାଣ ହୋଇ ଅଛି । ଯାହା କି ଗୁଗଲର ଗୃହ ମାନଙ୍କ ମଧ୍ୟରୁ ଦ୍ବିତୀୟ ସର୍ବ ବୃହତ ଗୃହ ।
 
==ଇତିହାସ==
୯ କ ଧାଡ଼ି:
 
====ଗୁଗଲ କ୍ୟାମ୍ପସ====
୨୦୦୩ ମସିହାରେ ଗୁଗଲ ଉପରୋକ୍ତ ଏସ ଜି ଆଇ କ୍ୟାମ୍ପସ କୁକ୍ୟାମ୍ପସକୁ ଲିଜରେ ନେଇଥିଲା ଏବଂ ଏହାକୁ ୨୦୦୫ ରୁ୨୦୦୫ରୁ ୨୦୦୬ ମଧ୍ୟରେ ନବୀକରଣ କରାଇଥିଲା । ଏହାର ଗୃହ ଗୁଡିକର ଉଚ୍ଚତା କମ ଥିଲା ଏବଂ ଏହା ବିରାଟ କାୟ ଭୂମି ଉପରେ ରହିଥିଲା । ଗୁଗଲ କ୍ୟାମ୍ପସର ଭିତର ଭାଗଟି ଲ୍ୟାମ୍ପ ଏବଂ ରବର ଭଳି ପଦାର୍ଥରେ ସଜାହୋଇଛି ।