"ଗୁଗଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ ) |
||
୬୭ କ ଧାଡ଼ି:
===ମେସିନ ଲରନିଙ୍ଗ ଏବଂ ଗୁଗଲ===
ପୂର୍ବରୁ ଏକ ସନ୍ଧାନୀ ସେବା ଭାବେ କାମ କରୁଥିବା ଗୁଗଲ, ବର୍ତ୍ତମାନ ମେସିନ ଲରନିଙ୍ଗ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇ ଚାଲିଛି । ୨୦୧୬ ଗୁଗଲ ଆଇ/ଓରେ ଉନ୍ମୋଚିତ ଗୁଗଲ ଆସିଷ୍ଟାଣ୍ଟ ସହାୟତାରେ ଲୋକମାନଙ୍କୁ ସହାୟତା କରିବା ସହିତ, ନିଜର ଚିତ୍ର ସନ୍ଧାନୀ ସେବା, ସ୍ୱର ସନ୍ଧାନୀ ସେବା, ଇମେଜ ପ୍ରୋସେସିଙ୍ଗ ଏବଂ ଅନୁବାଦ ସେବାକୁ
ଏପରିକି ଗୁଗଲ ଆଇ/ଓ ୨୦୧୭ରେ ଗୁଗଲର ସି.ଇ.ଓ ସୁନ୍ଦର ପିଚାଇ ଲୋକମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଯେନ୍ସ ଆଡକୁ ଆଗେଇବା ପାଇଁ କହିଛନ୍ତି ।
୮୬ କ ଧାଡ଼ି:
୨୦୦୨ରେ ଗୁଗୁଲ, ଗୁଗୁଲ ନିଉସ୍<ref>{{Cite news |first=Joshua |last=Macht |title=Automatic for the People |url=http://www.time.com/time/business/article/0,8599,356152,00.html |work=Time |date=September 30, 2002}}</ref> ନାମକ ଏକ ସେବା ଆରମ୍ବ କରିଥିଲା ଯାହାକି ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଅଛି ।
ଗୁଗୁଲ ନିଜ ଜନ୍ମ ସ୍ଥାନରେ ବର୍ତ୍ତମାନ ମାଗଣା Wi-Fiର ସେବା ପ୍ରଦାନ କରି ଆସୁଛି<ref>{{cite web |url=http://wifi.google.com/ |title=Google WiFi for Mountain View |publisher=Google, Inc. |accessdate=June 16, 2010}}</ref> । ୨୦୧୦ ମସିହାରେ ଗୁଗୁଲ, ଗୁଗୁଲ ଫାଇବର୍ ନାମକ ଏକ ନୂଆ ସେବା ଆରମ୍ଭ କରିବାର ଘୋଷଣା କରିଥିଲା<ref name="HELFT march 21">{{cite news| last= HELFT| first= |url=http://www.nytimes.com/2010/03/22/technology/22stunts.html | title= Hoping for Gift From Google? Go Jump in the Lake| work= The New York Times| date= March 21, 2010}}</ref> । ଯେଉଁଥିରେ
୨୦୦୭ ମସିହାରେ ଗୁଗୁଲ ନିଜର ମୋବାଇଲ ଫୋନ୍ ତିଆରି କରିବା କଥା ଚିନ୍ତା କରି ଥିଲା, ଯାହାକି ଅପିଲ<ref name="smith">{{Cite news |url=http://www.guardian.co.uk/technology/2006/dec/17/news.mobilephones |title=The future for Orange could soon be Google in your pocket |last1=Smith |first1=David |date=December 17, 2006 |work=The Guardian |publisher=Guardian News and Media Ltd. |accessdate=June 16, 2010 | location=London}}</ref><ref name="orlowski">{{cite web |url=http://www.theregister.co.uk/2007/03/16/google_phone_confirmed/ |title=Google Phone – it's for real |last1=Orlowski |first1=Andrew |date=March 16, 2007 |publisher=The Register |accessdate=June 16, 2010}}</ref><ref name="ricker">{{cite web |url=http://www.engadget.com/2007/01/18/the-google-switch-an-iphone-killer/ |title=The Google Switch: an iPhone killer |last1=Ricker |first1=Thomas |date=January 18, 2007 |publisher=Engadget |accessdate=June 16, 2010}}</ref> ମୋବାଇଲ ସହ ତାଳ ଦେଇ ଚାଲି ପାରିବ । ଏଥପାଇଁ ଗୁଗୁଲ
ସେହି ପରି ଗୁଗୁଲର ଆଉରି ଅନେକ ସଫ୍ଟୱେର ଯଥା, ଗୁଗୁଲ ୱାଲେଟ, ଗୁଗୁଲ କାମେରା, ପ୍ରୋଜେକ୍ଟ ଫାଇ ଅନ୍ୟତମ ।
୧୦୭ କ ଧାଡ଼ି:
===ଗୁଗଲ କାର୍ଯ୍ୟାଳୟ===
====ମାଉଣ୍ଟନ ଭିଉ====
ଗୁଗଲର ମୁଖ୍ୟ କାର୍ୟଳୟ ମାଉଣ୍ଟନ
====ନିଉୟର୍କ ସିଟି====
|