"ଗାଲୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୧୬ କ ଧାଡ଼ି:
}}
<!-- Definition and symptoms -->
'''ଗାଲୁଆ''' ବା '''ମମ୍ପ୍‌ସ''' ବା '''ଏପିଡେମିକ ପରୋଟାଇଟିସ''' ([[ଇଂରାଜୀ]]ରେ '''Mumps''' ବା '''epidemic parotitis''' ଏକ [[ଭୂତାଣୁ ଜନିତ ରୋଗ]] ଯାହା [[ମମ୍ପ୍‌ସ ଭୁତାଣୁ]] ଯୋଗୁ ହୁଏ&nbsp;।<ref name=Pink2012/> ଜ୍ଵର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ&nbsp;। <ref name=WHO2007/> ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ&nbsp;।<ref name=Hviid2008>{{cite journal | author = Hviid A, Rubin S, Mühlemann K | title = Mumps | journal = [[The Lancet]] | volume = 371 | issue = 9616 | pages = 932–44 | date = March 2008 | pmid = 18342688 | doi = 10.1016/S0140-6736(08)60419-5 }}</ref> ଭୂତାଣୁ ସଂସ୍ପର୍ଶ ଆସିବାର ୧୬ ରୁ୧୬ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ ରୁ୭ରୁ ୧୦ ଦିନରେ ଭଲ ହୋଇଯାଏ । <ref name=Pink2012/><ref name=WHO2007/> ପିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ&nbsp;।<ref name=WHO2007/> ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ । <ref name=WHO2007/> ଏହା ଜଟିଳ ଆକାର ଧାରଣ କଲେ [[ମେନିଞ୍ଜାଇଟିସ]] (୧୫ %), [[ଅଗ୍ନାଶୟ ପ୍ରଦାହ]] (୪ %), ସମ୍ପୂର୍ଣ [[କାଲ]], ଓ ଯନ୍ତ୍ରଣାଦାୟକ [[ଶୁକ୍ରାଶୟ]] ଫୁଲା ହୋଇ [[ବନ୍ଧ୍ୟାଦୋଷ]] ହୁଏ । <ref name=WHO2007>{{cite journal|title=Mumps virus vaccines.|journal=Weekly epidemiological record|date=16 Feb 2007|volume=82|issue=7|pages=49–60|pmid=17304707|url=http://www.who.int/wer/2007/wer8207.pdf?ua=1}}</ref> ମହିଳାମାନଙ୍କର [[ଉଫୋରାଇଟିସ|ଓଭାରି ଫୁଲା]] ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ଵ ହୁଏ ନାହିଁ&nbsp;।<ref name=Hviid2008/>
 
<!-- କାରଣ ଓ ରୋଗନିର୍ଣ୍ଣୟ -->
୨୫ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ଇତିହାସ -->
ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । <!-- <ref name=WHO2007/> --> ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନ ଦ୍ୱାରା ଏହି ରୋଗ ୯୦ % କମିଯାଇଛି&nbsp;। <!-- <ref name=WHO2007/> --> ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ । <ref>{{cite book|last1=Junghanss|first1=Thomas|title=Manson's tropical diseases.|date=2013|publisher=Elsevier/Saunders|location=Oxford|isbn=9780702053061|page=261|edition=23rd edition|url=https://books.google.ca/books?id=GTjRAQAAQBAJ&pg=PA261}}</ref> ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ । <ref name=Hviid2008/> ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ [[ଶୈଶବ ରୋଗ]] ଥିଲା । <!-- <ref name=WHO2007/> --> ପ୍ରତ୍ୟେକ ୨ ରୁ୨ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । <!-- <ref name=WHO2007/> --> ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା । <ref name=WHO2007/> ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ । <ref name=Hviid2008/> ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ । <ref name=WHO2007/> ଖ୍ରୀ:ପୂ:&nbsp;୫ମ ଶତାବ୍ଦୀରେ [[ହିପୋକ୍ରେଟ]] ଏହି ରୋଗର ବର୍ଣ୍ଣନା କରିଥିଲେ । <ref name=Pink2012>{{cite book|last1=Atkinson|first1=William|title=Mumps Epidemiology and Prevention of Vaccine-Preventable Diseases|date=May 2012|publisher=Public Health Foundation|isbn=9780983263135|pages=Chapter 14|edition=12|url=http://www.cdc.gov/vaccines/pubs/pinkbook/mumps.html}}</ref>
 
== ଆଧାର ==
"https://or.wikipedia.org/wiki/ଗାଲୁଆ"ରୁ ଅଣାଯାଇଅଛି