"କ୍ଲୋମିପ୍ରାମିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୬୪ କ ଧାଡ଼ି:
 
<!-- ଇତିହାସ, ସମାଜ ଓ ସଂସ୍କୃତି -->
ସନ ୧୯୬୪ରେ [[ସ୍ୱିଜରଲ୍ୟାଣ୍ଡ]]ର [[ସିବା-ଗାଇଗି]] କମ୍ପାନୀ କ୍ଲୋମିପ୍ରାମିନ ଆବିଷ୍କାର କରିଥଲେ ।<ref name=Zoh2012>{{cite book|last1=Zohar|first1=Joseph|title=Obsessive-compulsive disorder current science and clinical practice|date=2012|publisher=Wiley-Blackwell|location=Chichester, West Sussex, UK|isbn=9781118308011|page=32|url=https://books.google.ca/books?id=8fWIRJ1vPq4C&pg=PT50}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref>{{cite web|title=WHO Model List of EssentialMedicines|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013}}</ref> ଏହା [[ଜେନେରିକ ଔଷଧ]] ନାମରେ ଉପଲବ୍‌ଧ ହୁଏ ।<ref name=AHFS2015/> ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୧ ରୁ୧୧ରୁ ୦.୨୧ ଆମେରିକୀୟ ଡଲାର ଥିଲା ।<ref>{{cite web|title=Clomipramine|url=http://erc.msh.org/dmpguide/resultsdetail.cfm?language=english&code=CLP25T&s_year=2014&year=2014&str=25%20mg&desc=Clomipramine&pack=new&frm=TAB-CAP&rte=PO&class_code2=24%2E4%2E&supplement=&class_name=%2824%2E4%2E%29Medicines%20used%20for%20obsessive%20compulsive%20disorders%3Cbr%3E|website=International Drug Price Indicator Guide|accessdate=3 December 2015}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୧.୨୦ ଡଲାର । <ref name=AHFS2015/> ଏହା [[ଇମିପ୍ରାମିନ]]ରୁ ପ୍ରସ୍ତୁତ କରାଯାଇଥିଲା । <ref name=Zoh2012/>
 
== ଆଧାର ==