"କୁସୁମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
ଟିକେ Bot: Automated text replacement (- ରୁ +ରୁ )
୧୬ କ ଧାଡ଼ି:
[[File:Carthamus tinctorius MHNT.BOT.2011.3.34.jpg|thumb|''Carthamus tinctorius'' - [[MHNT]]]]
 
'''କୁସୁମ''' (ଉଦ୍ଭିଦ ବିଜ୍ଞାନ ନାମ '''''Carthamus tinctorius''''' କାର୍ଥାମସ ଟିଂଟୋରିୟସ) ହେଉଛି ଏକ ବହୁଶାଶା ଯୁକ୍ତ ଗୁଳ୍ମ ଜାତୀୟ, ସପୁଷ୍ପକ, ଦ୍ୱୀବୀଜପତ୍ରୀ, ବର୍ଷଜୀବୀ ଉଦ୍ଭିଦ। ସଂସ୍କୃତ ଭାଷାରେ ଏହାକୁ କସୁମ୍ଭ ବୋଲି କୁହାଯାଏ। ଏହି ଗଛର ମଞ୍ଜିରୁ ତେଲ ଆହରଣ କରିବାପାଇଁ ମୁଖ୍ୟତଃ ଏହାକୁ ଚାଷ କରାଯାଏ। ଏହି ଗଛ ୩୦ ରୁ୩୦ରୁ ୫୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ହୋଇଥାଏ। ଏହାର ଫୁଲ ହଳଦିଆ, କମଳା ବା ଲାଲ ରଙ୍ଗର ହୋଇଥାଏ। ଏହି ଗଛର ପ୍ରତ୍ୟେକ ଶାଖାରେ ୧ ରୁ୧ରୁ ୫ଟି ଯାଏ ଫୁଲ ହୋଇଥାଏ ଓ ପ୍ରତ୍ୟେକ ଫୁଲରେ ୧୫ରୁ ୨୦ଟି ଲେଖାଁ ମଂଜି ରହିଥାଏ।
 
==ଉପଯୋଗ==
"https://or.wikipedia.org/wiki/କୁସୁମ"ରୁ ଅଣାଯାଇଅଛି