"କଣ୍ଠଅଳତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୧୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''କଣ୍ଠଅଳତି''' ବା ଡାକ୍ତରୀ ଶାସ୍ତ୍ରରେ ଡିଫ୍‌ଥେରିଆ (from Greek: διφθέρα diphthera, meaning leather) ରୋଗର ନାମ [[ଗ୍ରୀକ ଭାଷା]]ରୁ ନିଆଯାଇଛି ଯାହାର ଅର୍ଥ [[ଚମଡ଼ା]] ଓ [[କୋରାଇନୋବ୍ୟାକ୍ଟେରିମ ଡିଫଥେରି]] ନାମକ [[ଜୀବାଣୁ]]ଦ୍ୱାରା ଏହି ରୋଗ ହୁଏ ।<ref name=CDC2012Pink/> ସାମାନ୍ୟ ଓ ସାଙ୍ଘାତିକ ଧରଣର ଅବସ୍ଥା ଅନୁସାରେ ଏହାର ଲକ୍ଷଣ ବଦଳେ । ଏହାର ଜୀବାଣୁ ସଂସ୍ପର୍ଶରେ ଆସିବାର ୨ ରୁ୨ରୁ ୫ ଦିନ ପରେ ରୋଗ ଆରମ୍ଭ ହୁଏ ।<ref name=CDC2012Pink/> ଆରମ୍ଭରୁ ତଣ୍ଟ ଦରଜ ଓ ଜ୍ୱର ହୁଏ ଓ ଧୀରେ ଧୀରେ ବଢ଼େ ।<ref name=WHO2006/> ସାଙ୍ଘାତିକ ରୋଗ ହେଲେ ପାଉଁଶିଆ ବା ଧଳା ଦାଗ ବା ପ୍ୟାଚ୍ (patch) ତଣ୍ଟିରେ ଦେଖାଯାଏ ।<ref name=CDC2012Pink/><ref name=WHO2006/> ଏହି ପ୍ୟାଚ୍ ବୃଦ୍ଧି ପାଇ ଶ୍ୱାସ ପଥ ଅବରୋଧ କରିପାରେ ଓ ଏପରି ହେଲେ [[ଭୁକିବା କାଶ]] ହୁଏ ।<ref name=WHO2006/> [[ଲସିକା ଗ୍ରନ୍ଥି]] ବଢ଼ିଯିବାଦ୍ୱାରା ତଣ୍ଟି ଫୁଲିଯାଏ ।<ref name=CDC2012Pink/> ଗୋଟିଏ ଅଲଗା ଧରଣର କଣ୍ଠଅଳତିରେ ଚର୍ମ, ଚକ୍ଷୁ,ଓ ଯୌନାଙ୍ଗ ସଂକ୍ରମିତ ହୁଏ ।<ref name=CDC2012Pink/><ref name=WHO2006/><!-- <ref name=CDC2012Pink/> --> ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡପେଶୀ ପ୍ରଦାହ (myocarditis), ସ୍ନାୟୁ ପ୍ରଦାହ, ବୃକ୍‌କ ଅସୁବିଧା ହୋଇ ପରିସ୍ରାରେ ପ୍ରୋଟିନ ପଡ଼େ ଓ ସ୍ୱଳ୍ପ ପ୍ଲାଟେଲାଟ ସଂଖ୍ୟା ଯୋଗୁ ରକ୍ତସ୍ରାବ ହୁଏ ।<!-- <ref name=CDC2012Pink/> --> ହୃତ୍‌ପିଣ୍ଡପେଶୀ ପ୍ରଦାହ ହେଲେ ଅନିୟମିତ ହୃଦ୍‌ଗତି ବା ନାଡ଼ି ହୁଏ, ସ୍ନାୟୁ ପ୍ରଦାହ ହେଲେ [[ପକ୍ଷାଘାତ]] ବା [[ପାରାଲିସିସ]] ହୁଏ ।<ref name=CDC2012Pink/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
୨୬ କ ଧାଡ଼ି:
 
<!-- ରୋଗାନୁଶୀଳନ ଓ ଇତିହାସ -->
୧୯୮୦ ମସିହାରେ ୧୦୦,୦୦୦ ରୋଗୀ ରପୋର୍ଟ ହୋଇଥିବା ବେଳେ ଅଫିସିଆଲି ୨୦୧୩ ମସିହାରେ କମିଯାଇ ୪,୭୦୦ ହୋଇଛି । <ref>{{cite web|title=Diphtheria|url=http://www.who.int/immunization/monitoring_surveillance/burden/diphtheria/en/|website=who.int|accessdate=27 March 2015|date=3 September 2014}}</ref> ସେ ଯାହାହେଉ, ୧୯୮୦ ମସିହା ପୂର୍ବରୁ ନିୟୁତ ନିୟୁତ ଲୋକ ଏହି ରୋଗ ଭୋଗ କରୁଥିଲା । <ref name=WHO2006/> ଅଧୁନା ଏହି ରୋଗ ମୂଖ୍ୟତଃ [[ସବ୍‌ସାହାରା ଆଫ୍ରିକା]], [[ଭାରତ]] ଓ [[ଇଣ୍ଡୋନେସିଆ]]ରେ ଦେଖାଯାଉଛି । <ref name=WHO2006/><ref>{{cite book|title=Mandell, Douglas, and Bennett's Principles and Practice of Infectious Diseases|date=2014|publisher=Elsevier Health Sciences|isbn=9780323263733|page=2372|edition=8|url=https://books.google.ca/books?id=73pYBAAAQBAJ&pg=PA2372}}</ref> ସନ ୨୦୧୩ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୩,୩୦୦ ହୋଇଛି ଯାହା ୧୯୯୦ ମସିହାରେ ୮,୦୦୦ ଥିଲା । <ref name=GDB2013>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2}}</ref> ଗାଁଗଣ୍ଡାରେ ଆଜି ମଧ୍ୟ ପିଲାମାନେ ସଂକ୍ରମିତ ହେଉଛନ୍ତି । <!-- <ref name=WHO2006/> --> [[ବିକଶିତ ଦେଶ]]ମାନଙ୍କରେ ବ‌ହୁଳ [[ଟିକାଦାନ]] ଯୋଗୁ ଏହା କ୍ୱଚିତ୍ ଦେଖାଯାଉଛି । <ref name=WHO2006/> କେବଳ [[ଆମେରିକା]]ରେ ୧୯୮୦ରୁ ୨୦୦୪ ମଧ୍ୟରେ ୫୭ ଟି କେଶ୍ ରିପୋର୍ଟ ହୋଇଛି । <!-- <ref name=CDC2012Pink/> --> ରୋଗୀମାନଙ୍କ ମଧ୍ୟରୁ ୫ % ରୁ ୧୦% ମୃତ୍ୟୁ ବରଣ କରନ୍ତି । <!-- <ref name=CDC2012Pink/> --> ଖ୍ରୀ:ପୂ: ୫ମ ଶତାବ୍ଦୀରେ ଏହି ରୋଗ ବିଷୟରେ ପ୍ରଥମେ [[ହିପୋକ୍ରାଟିସ]] ଉଲ୍ଲେଖ କରିଥିଲେ । <!-- <ref name=CDC2012Pink/> --> ଏହାର ଜୀବାଣୁକୁ କ୍ଲେବ୍‌ସ୍ (Klebs) ୧୮୮୨ ମସିହାରେ ଆବିଷ୍କାର କରିଥିଲେ । <ref name=CDC2012Pink>{{cite book|last1=Atkinson|first1=William|title=Diphtheria Epidemiology and Prevention of Vaccine-Preventable Diseases|date=May 2012|publisher=Public Health Foundation|isbn=9780983263135|pages=215–230|edition=12|url=http://www.cdc.gov/vaccines/pubs/pinkbook/dip.html}}</ref>
 
 
"https://or.wikipedia.org/wiki/କଣ୍ଠଅଳତି"ରୁ ଅଣାଯାଇଅଛି