"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୨ କ ଧାଡ଼ି:
 
== ସନ୍ଥ ଅରକ୍ଷିତ ଦାସ ==
ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା [[ବଡଖେମଣ୍ଡା]]ର ବିଜୟନଗର ଗଡରେ ଆନୁମାନିକ ୧୭୮୦ ରୁ୧୭୮୦ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭ ଦେବ, ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ,
"ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"
<center>
୧୩ କ ଧାଡ଼ି:
 
== ଓଳାଶୁଣୀ ମେଳା ==
ଓଳାଶୁଣୀ ମେଳା [[ମାଘ]] କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ । ପ୍ରଥମ ଶ୍ରାଦ୍ଧ ଦିବସ ରୁଦିବସରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।
 
==ପ୍ରସିଦ୍ଧ ଭୋଗ ==
୨୧ କ ଧାଡ଼ି:
ହେ ମନ କହୁଅଛି ମୁହିଁ । ଶରୀର‌ ଆମିଷ ଅଟଇ ।।
ରଜ ବୀର୍ଯ୍ୟ ଆମିଷ ଜାଣ । ତହିଁରୁ ସକଳ ଭିଆଣ‌ ।।
ଛପନ କୋଟି ଜୀବ ଯେତେ । ଆମିଷ ରୁଆମିଷରୁ ଜାତ ସମସ୍ତେ ।।
ଆମିଷ କୁ ଆମିଷ ଖାଇ । ଆମିଷ ଆମିଷେ ସାରଇ ।।
</poem>
</center>