"ଏକଳିଙ୍ଗଜୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
{{Infobox Hindu temple|name=Eklingji, Harihara temple popularly called the Meera temple|image=Meera temple Eklingji.jpg|pushpin_map=<!-- India Rajasthan#India -->|map_caption=Location in Rajasthan|proper_name=Eklingji|country=[[India]]|state=[[Rajasthan]]|district=[[Udaipur district]]|location=Kailash Puri|coordinates_region=IN|coordinates_display=title|primary_deity=Shri Ekling Ji|important_festivals=Eklingji Patotsav, [[Maha Shivaratri]]|number_of_temples=108|date_built=8th Century|creator=Bapa Rawal}}'''ଏକଳିଙ୍ଗଜୀ ମନ୍ଦିର,'''ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।  
 
ଏହି ମନ୍ଦିର ପରିସର 971 ମସିହାରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟରେ 108 ଟି ମନ୍ଦିର ପ୍ରାଚୀର ମଧ୍ୟରେ ରହିଥିଲା । ମୁଖ୍ୟ ମନ୍ଦିର ଟି 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହା କୁଏହାକୁ ପୂର୍ବନିର୍ମିତ ମନ୍ଦିରର ଧ୍ବଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ହେବା ସହ ଦ୍ଵିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବଙ୍କ ପ୍ରତିମୂର୍ତି କଳା ମାର୍ବଳରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହାରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତରେ ଏକମାତ୍ର ମନ୍ଦିର ଭାବରେ ରହିଛି । 
 
ଉଦୟପୁର ସହର ଠାରୁ ଉତ୍ତର କୁଉତ୍ତରକୁ 22 କିଲୋମିଟର ଦୂରରେ ଏହି ମନ୍ଦିର କୁମନ୍ଦିରକୁ ରାସ୍ତା ପଥରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିର କୁମନ୍ଦିରକୁ ଆଗ କାଳରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । 
 
ହିନ୍ଦୁ ଧାର୍ମିକ ପର୍ଯ୍ୟଟନର ଏକ ମହତ୍ବପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜୁରାଟ ଅଞ୍ଚଳର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯର ବ୍ରାହ୍ମଣ ମାନକ କୁଳଦେବତା ହିସାବରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିର କୁମନ୍ଦିରକୁ ଉପାସନା ନିମନ୍ତେ ଆସିଥାନ୍ତି । 
 
Tଏହି ଅଞ୍ଚଳ ନିକଟରେ 1473 ଓ 1509 ମସିହାରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିର ରୁମନ୍ଦିରରୁ 1 କିଲୋମିଟର ଦୂରରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତର ରାମାୟଣର କଥା ବଳି ସମ୍ପର୍କିତ । 
 
== ପୁନଶ୍ଚ ଦେଖଣା ==