"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ Bot: Automated text replacement (- ରୁ +ରୁ )
୨ କ ଧାଡ଼ି:
ଏହି ବିଷୟ ମାନବ ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧରେ ଲିଖିତ । ମନୁଷ୍ୟ ବ୍ୟତୀତ ଅନ୍ୟ ସ୍ତନ୍ୟପାୟୀଙ୍କର ଋତୁସ୍ରାବ ବିଷୟରେ ପଢ଼ିବା ନିମନ୍ତେ [[ଋତୁସ୍ରାବ (ସ୍ତନ୍ୟପାୟୀ)]] ଦେଖନ୍ତୁ । <br />
[[File:Figure 28 02 07.jpg|thumb|300px|right|Figure showing the progression of the menstrual cycle and the different hormones contributing to it.]]
'''ଋତୁସ୍ରାବ''' ବା ମାସିକ ଧର୍ମ ବା ମାସିକିଆ ବା ରଜଃସ୍ରାବ, ([[ଇଂରାଜୀ ଭାଷା]]ରେ ମେନ୍‌ସ୍ଟୃଏସନ, ପିରିଅଡ଼ ଓ ମନ୍ଥଲି ଯଥାକ୍ରମେ menstruation, period, monthly,<ref name=Jones2011>{{cite book|title=Women's Gynecologic Health|date=2011|publisher=Jones & Bartlett Publishers|isbn=9780763756376|page=94|url=https://books.google.ca/books?id=pj_ourS3PBMC&pg=PA94}}</ref> ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ ।<ref name=Women2014Men>{{cite web|title=Menstruation and the menstrual cycle fact sheet|url=http://www.womenshealth.gov/publications/our-publications/fact-sheet/menstruation.html|website=Office of Women's Health|accessdate=25 June 2015|date=December 23, 2014}}</ref> ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ବାହାରେ ।<ref name=AFP2011/> [[ବ୍ରଣ]] ହୁଏ, ସ୍ତନ ଦରଜ ହୁଏ ଓ ଫୁଲିଯାଏ, ଥକ୍କା ଲାଗେ, ବିରକ୍ତି ଆସେ ଓ ଭାବନାତ୍ମକ ପରିବର୍ତ୍ତନ ହୁଏ । <ref name=Women2014PMS>{{cite web|title=Premenstrual syndrome (PMS) fact sheet|url=http://www.womenshealth.gov/publications/our-publications/fact-sheet/premenstrual-syndrome.html|website=Office on Women's Health|accessdate=23 June 2015|date=December 23, 2014}}</ref> ୨୦ ରୁ୨୦ରୁ ୩୦ % ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହା ଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ [[ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ]] ରଖାଯାଇଛି । <!-- <ref name=AFP2011/> --> ୩ ରୁ୩ରୁ ୮ % କେଶରେ ଏହି ସ୍ଥିତି ଗମ୍ଭୀର ହୁଏ । <ref name=AFP2011>{{cite journal|last1=Biggs|first1=WS|last2=Demuth|first2=RH|title=Premenstrual syndrome and premenstrual dysphoric disorder.|journal=American family physician|date=15 October 2011|volume=84|issue=8|pages=918–24|pmid=22010771}}</ref>
 
<!-- ପୁନଃପୌନିକତା -->
ପ୍ରଥମ ଋତୁସ୍ରାବ ୧୨ ରୁ୧୨ରୁ ୧୫ ବର୍ଷ ବୟସରେ ଆରମ୍ଭ ହୁଏ ଯାହାକୁ ରଜୋଦର୍ଶନ ([[ଇଂରାଜୀ ଭାଷା]]ରେ [[ମେନାର୍କି]]/ [[menarche]]) କୁହାଯାଏ । <ref name=Jones2011/> ଋତୁସ୍ରାବ ଆହୁରି ଆଗରୁ ୮ ବର୍ଷ ବୟସରେ ମଧ୍ୟ ବେଳେ ବେଳେ ଆରମ୍ଭ ହୁଏ ଓ ଏହାକୁ ମଧ୍ୟ "ସାଧାରଣ" କୁହାଯାଏ । <ref name=Women2014Men/> [[ବିକଶିତ ଦେଶ]]ମାନଙ୍କରେ ଏହା ଶୀଘ୍ର ଆରମ୍ଭ ହୁଏ ଓ [[ବିକାଶଶୀଳ ଦେଶ]]ମାନଙ୍କରେ ବିଳମ୍ବରେ ଆରମ୍ଭ ହୁଏ । <!-- <ref name=Diaz2006/> --> ଋତୁ ଆରମ୍ଭର ପ୍ରଥମ ଦିନଠାରୁ ପରବର୍ତ୍ତି ଋତୁର ପ୍ରଥମ ଦିନ ପର୍ଯ୍ୟନ୍ତ ଯୁବତୀମାନଙ୍କର ପ୍ରାୟ ୨୧ ରୁ୨୧ରୁ ୪୫ ଦିନ ଓ ବୟଃପ୍ରାପ୍ତ ମହିଳାଙ୍କର ୨୧ ରୁ୨୧ରୁ ୩୧ ଦିନ (ହାରାହାରି ୨୮ ଦିନ) ସମୟ ଲାଗେ । <ref name=Women2014Men/><ref name=Diaz2006>{{cite journal|last1=American Academy of Pediatrics Committee on|first1=Adolescence|last2=American College of Obstetricians and Gynecologists Committee on Adolescent Health|first2=Care|last3=Diaz|first3=A|last4=Laufer|first4=MR|last5=Breech|first5=LL|title=Menstruation in girls and adolescents: using the menstrual cycle as a vital sign.|journal=Pediatrics|date=November 2006|volume=118|issue=5|pages=2245–50|pmid=17079600}}</ref> ପ୍ରାୟ ୪୫ ରୁ୪୫ରୁ ୫୫ ବୟସ ମଧ୍ୟରେ [[ଋତୁବନ୍ଦ]] ହୁଏ ଯେଉଁ ସମୟଠାରୁ ଋତୁସ୍ରାବ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ । <ref name=NIH2013Def>{{cite web|title=Menopause: Overview|url=http://www.nichd.nih.gov/health/topics/menopause/Pages/default.aspx|website=http://www.nichd.nih.gov|accessdate=8 March 2015|date=2013-06-28}}</ref> ଋତୁସ୍ରାବ ସାଧାରଣତଃ ୨ ରୁ୨ରୁ ୭ ଦିନ ପର୍ଯ୍ୟନ୍ତ ଲାଗିରହେ । <ref name=Women2014Men/>
 
<!-- ଋତୁଚକ୍ର -->
୧୯ କ ଧାଡ଼ି:
== ସମ୍ୟକ ଦୃଷ୍ଟିପାତ ==
[[File:MenstrualCycle2 en.svg|thumb|right|350px|[[Menstrual cycle]]]]
ନିୟମିତ ଋତୁସ୍ରାବ ପ୍ରାୟ ୩ ରୁ୩ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ ରୁ୨ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ<ref name="US-typical">{{cite web|title=Menstruation and the Menstrual Cycle|url=http://www.4woman.gov/faq/menstru.htm#4|accessdate=11 June 2005|publisher=Womenshealth.gov|date=November 2002|archiveurl=http://web.archive.org/web/20070302205256/http://www.4woman.gov/faq/menstru.htm|archivedate=2 Mar 2007}}</ref> ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ ରୁ୨୧ରୁ ୩୫ ଦିନ ସମୟକୁ ସାଧାରଣ (Normal) <ref>{{cite web|last=American Congress of Obstetricians and Gynecologists|title=Menstruation in girls and adolescents: Using the menstrual cycle as a vital sign|url=http://www.acog.org/Resources_And_Publications/Committee_Opinions/Committee_on_Adolescent_Health_Care/Menstruation_in_Girls_and_Adolescents_-_Using_the_Menstrual_Cycle_as_a_Vital_Sign|publisher=ACOG}}</ref> ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ ରୁ୨୧ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual '''molimina''')<ref>https://en.wiktionary.org/wiki/molimina</ref> କୁହାଯାଏ । <br />
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ ରୁ୧୦ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।
== ଶାରୀରିକ ଅନୁଭୁତି ==
ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । [[ଋତୁସ୍ରାବ]] ସମୟରେ ଓ ପୂର୍ବରୁ [[ଜରାୟୁ]]ର ମାଂସପେଶୀ ସଙ୍କୋଚନ ହେତୁ [[କ୍ରାମ୍ପ]] ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ଵସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ଵାରାଏହି ଲକ୍ଷଣ କମିଯାଏ <ref>{{cite web|title=Water retention: Relieve this premenstrual symptom|url=http://www.mayoclinic.com/health/water-retention/WO00130|publisher=Mayo Clinic|accessdate=20 September 2011}}</ref>। ଏହି ଲକ୍ଷଣ ସମୁହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ [[ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର]] ([[ premenstrual dysphoric disorder]]) କହନ୍ତି । <br />
"https://or.wikipedia.org/wiki/ଋତୁସ୍ରାବ"ରୁ ଅଣାଯାଇଅଛି