"ଇୟାନ ଚାପେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୧ କ ଧାଡ଼ି:
ଇୟାନ ମାଇକେଲ ଚାପେଲ ସେପ୍ଟେମ୍ବର ୨୬, ୧୯୪୩ରେ ଜନ୍ମିତ ଜଣେ ଅଷ୍ଟ୍ରେଲିୟ କ୍ରିକେଟ ଖେଳାଳି । [[ଅଷ୍ଟ୍ରେଲିଆ]]ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ଭିତରୁ ଜଣେ ଥିବା ଇୟାନ ଚାପେଲ ୧୯୭୧ ମସିହା ରୁମସିହାରୁ ୧୯୭୫ ଯାଏ ଅଧିନାୟକ ଥିଲେ । ୧୯୭୫ରେ ICC ବିପକ୍ଷବାଦୀ world cricket ସିରୀଜରେ ଯୋଗଦାନ କାରଣ ରୁକାରଣରୁ ସେ ଆଉ ଅଷ୍ଟ୍ରେଲିଆ ଜାତୀୟ ଦଳ ପାଇଁ ଖେଳିଲେ ନାହି । ସେ ୩ ନମ୍ବର ସ୍ଥାନରେ ଖୁବ ଚମତ୍କାର ବେଟିଙ୍ଗ କରିବା ସହ ସ୍ପିନ ବୋଲିଂ ମଧ୍ୟ କରି ଦଳ କୁଦଳକୁ ଦୃଢ ନେତୃତ୍ଵ ଦେଉଥିଲେ । ତଥାପି ତାଙ୍କର ବକ୍ତବ୍ୟ ଗୁଡିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ । ତାଙ୍କ ସମୟରେ ଅଷ୍ଟ୍ରେଲିଆ ଦଳ " ସ୍ଲେଜିଙ୍ଗ" ପଦ୍ଧତି ପ୍ରଥମ କରି ଅନୁସରଣ କରିଥିଲା , ଯାହାକି ବିଶ୍ଵର ଅନନ୍ୟ କ୍ରିକେଟ ଦଳ ବହୁତ ସମାଲୋଚନା କରିଥିଲେ । ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନ ମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ । ତେବେ ତାଙ୍କର ଦୃଢ ନେତୃତ୍ଵ ମଧ୍ୟ ଥିଲା । 
 
ଇୟାନ ଚ୍ଯାପେଲଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲ କୁବଲକୁ ସେ ଆରମରେ ହୁକ କରି ପଡିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜେନ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟରେ ୧୦୦ ରୁ୧୦୦ରୁ ବେସୀ କ୍ଯାଚ ନେଇଥିଲେ । 
 
୧୯୮୦ରେ ଅବସର ନେବା ପରେ ସେ ଚାନେଲ ୯ ନାମରେ କ୍ରିକେଟ ଚାନେଲରେ ପ୍ରମୁଖ ଭାଷ୍ୟକାର ଭୂମିକା ଗ୍ରହଣ କଲେ । ICC ହଲ ଓଫ ଫେମ ପୁରସ୍କାର ସେ ୨୦୦୯ରେ ପାଇଥିଲେ । କିମ୍ବଦନ୍ତୀ ସ୍ପିନ ବୋଲର ଶେନ ବର୍ନ ତାଙ୍କ ଦ୍ଵାରା ହିଁ ପ୍ରେରିତ ହେଇ ଥିବା କୁହନ୍ତି । 
୧୦ କ ଧାଡ଼ି:
 
== ଅନ୍ତର୍ଜାତିକ ପ୍ରଦର୍ଶନ ==
୧୯୬୩ ମସିହା ରୁମସିହାରୁ ଇୟାନ ଘରେଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଦେଇ ଆସିଲେ । ଘରେଇ ଶେଫିଲ୍ଡ ଶିଲ୍ଡ ପ୍ରତିଯୋଗୀତାରେ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରବେଶ ପାଇ ସେ ଦ୍ଵିଶତକୀୟ ପାରି ଖେଳିବା ପରେ ପାକିସ୍ଥାନ ସହ ଟେଷ୍ଟ ଖେଳିବାକୁ ମନୋନୀତ ହେଲେ । ୧୯୬୪ରେ ପାକିସ୍ଥାନ ସହ ପ୍ରଥମ ଟେଷ୍ଟ ଖେଳି ମାତ୍ର ୧୧ ରଣ କାଲେ ଆଉ ୪ ଟି କେଚ ନେଇଥିଲେ । ତା ପରେ ତାଙ୍କୁ ଦଳ ବାହାରେ ବସିବାକୁ ହେଲା ୧୯୬୫ ଇଂଲଣ୍ଡ ସହ ଏଶେସ ଟେଷ୍ଟ ସିରିଜର ଶେଷ ଟେଷ୍ଟ ଯାଏ । ସେଥିରେ ସେ ଅଲ ରାଉଣ୍ଡ ପ୍ରଦର୍ଶନ ଦେଇଥିଲେ । 
 
ଭାରତ ସହ ସେ ୧୯୬୭/୬୮ରେ ପ୍ରଥମେ ଖେଳିଲେ ଓ ବେଟିଙ୍ଗରେ ବିଫଳ ହେଇଥିଲେ । କିନ୍ତୁ ପରେ ପ୍ରତ୍ୟାବର୍ତନ କରି ୧୫୧ ରଣର ଏକ ଇନିଙ୍ଗ ଖେଳିଲେ । ତାଙ୍କର ଇଂଲଣ୍ଡ ସହ ଖେଳିଥିବା ପ୍ରଦର୍ଶନ ଖୁବ ଉନ୍ନତ ଥିଲା । ୧୯୮୯ ବେଳକୁ ତାଙ୍କର ବାଟିଙ୍ଗ ଶିଖରରେ ପହଞ୍ଚି ଥିଲା । ସେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ୧୮୮( ଆଉଟ ନ ହେଇ ), ୧୧୭,୧୮୦,୧୨୩, ୧୬୫ କରିବା ସହ ସିରିଜରେ ୬୮.୪୮  ହାରରେ 5୪୮ ରନ  କଲେ । 
୨୧ କ ଧାଡ଼ି:
 
== ବିଶ୍ଵ ସିରିଜ କ୍ରିକେଟ ==
ଇୟାନ ୧୯୭୬ /୭୭ରେ ଚାନେଲ ୯ ପ୍ରଯୋଜିତ ବିଶ୍ଵ ସିରିଜ କ୍ରିକେଟର ଆରମ୍ଭରେ ମୁଖ୍ୟ ଭୂମିକା ନେଇ ଏକ ବିଦ୍ରୋହୀ ସିରିଜ ଆରମ୍ଭ କଲେ , ଯାହା ବେସ କିଛି ଆନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ ଧାରା ରୁଧାରାରୁ ବାହାର କରିନେଲା । ପରେ ଅବଶ୍ୟ ତାହା ବନ୍ଦ ହେଇଗଲା । ଏହା ପରେ ଇୟାନ ୧୯୭୯ରେ ପୁଣି ଅଷ୍ଟ୍ରେଲିଆ ଜାତୀୟ ଦଳ କୁଦଳକୁ ପ୍ରତ୍ୟାବର୍ତନ କରିଥିଲେ । 
 
=== ଏକ ଦିବାସୀୟ ପ୍ରଦର୍ଶନ ===