"ଇସ୍ପାତ ଏକ୍ସପ୍ରେସ ଟ୍ରେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ରୁ +ରୁ )
୧ କ ଧାଡ଼ି:
[[ଫାଇଲ:Titlgarh_(TIG)_bound_12871_(Howrah-Titlagarh)_Ispat_Express_01.jpg|thumb|ଇସ୍ପାତ ଏକ୍ସପ୍ରେସ ]]
ଇସ୍ପାତ ଏକ୍ସପ୍ରେସ ଓଡ଼ିଶାର ଟିଟିଲାଗଡ ରୁଟିଟିଲାଗଡରୁ କଲିକତା ଦୈନିକ ଚଳାଚଳ କରୁଥିବା ଏକ ସୁପରଫାଷ୍ଟ ଟ୍ରେନ । ଏହା ଯତ୍ରପଥରେ ୭୪୫ କିଲୋମିଟର ଯାଇଥାଏ । ଏହି ଟ୍ରେନ ତାର ଯତ୍ରପଥରେ ଓଡ଼ିଶାର ପଶ୍ଚିନ\ମାଞ୍ଚଳ ଟିଟିଲାଗଡ ରୁଟିଟିଲାଗଡରୁ ବରଗଡ , ସମ୍ବଲପୁର ଦେଇ ବିହାର ରାଜ୍ୟ ଓ ପଶ୍ଚିମ ବଙ୍ଗ ଦେଇ କଲିକତା ପହଞ୍ଚେ । ପ୍ରାୟତଃ ଦିନ ବେଳା ଯାଉଥିବା ଏହି ଟ୍ରେନରେ ଶୀତତାପ ନିୟନ୍ତ୍ରିତ ଚେୟାର କାର ସମେତ ସାଧାରଣ ଚେୟାର କାର ଉପଲଭ୍ଧ । ପାନ୍ତରି ( pantry) କାର ଜରିଆରେ ଯାତ୍ରୀ ମାନଙ୍କୁ ଭୋଜନ ମଧ୍ୟ ମିଳିବାର ବ୍ୟବସ୍ଥା ଥାଏ । ଏହି ଟ୍ରେନ ପାଇଁ ୧୦ ଦିନ ଆଗରୁ ସ୍ଥାନ ସଂରକ୍ଷୟନ କରାଯାଇ ପାରେ । 
ପ୍ରଥମ ରୁପ୍ରଥମରୁ ଜମଶେଦପୁର  - କଲିକତା ପାଇଁ ଆରମ୍ଭ ହେଇଥିବା ଏହି ଟ୍ରେନ କ୍ରମଶଃ ଝାରସୁଗୁଡା , ରାଉରକେଲା , ସମ୍ବଲପୁର ଯାଏ ପରିବର୍ଧିତ ହେଇ ବର୍ତମାନ ଟିଟିଲାଗଡ ପର୍ଯ୍ୟନ୍ତ ଯାଏ । 
 
== ମୁଖ୍ୟ ରହଣି ==