"ଆଲାନ ଟ୍ୟୁରିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
ଟିକେ Bot: Automated text replacement (- ରୁ +ରୁ )
 
୩୩ କ ଧାଡ଼ି:
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟ୍ୟୁରିଙ୍ଗ ଜର୍ମାନ୍ ଗୁପ୍ତ ସନ୍ଦେଶର ଅର୍ଥ ନିର୍ଣୟ କରୁଥିଲେ । ପରେ, ସେ ଅନ୍ୟ ଜର୍ମାନ୍ ସଂକେତ ସମାଧାନ କରୁଥିଲେ ।
 
୧୯୪୫ ରୁ୧୯୪୫ରୁ ୧୯୪୭ ପର୍ଯ୍ୟନ୍ତ ଟ୍ୟୁରିଙ୍ଗ ସ୍ୱଂୟକ୍ରୀୟ କମପ୍ୟୁଟିଙ୍ଗ ଯନ୍ତ୍ର ନିର୍ମାଣ ପାଇଁ କାମ କରୁଥିଲେ । ୧୯ ଫେବୃୟାରୀ ୧୯୪୬ରେ ସେ ଏଥିପାଇଁ ଏକ ଡିଜାଇନ୍ ପ୍ରଦାନ କଲେ । ଯଦିଓ ଏହା ଏକ କାର୍ଯ୍ୟକାରୀ ଡିଜାଇନ୍ ଥିଲା, ଯୁଦ୍ଧ ସମୟ ଯୋଗୁ ପ୍ରକଳ୍ପ ଆରମ୍ଭରେ ଅନେକ ବିଳମ୍ବ ହେଲା । ୧୯୪୭ରେ ବର୍ଷକର ଛୁଟି ନେଇ ସେ କେମ୍ବ୍ରିଜ ଚାଲି ଆସିଲେ । କେମ୍ବ୍ରିଜ‌ରେ ଥିଲାବେଳେ, ତାଙ୍କ ଅନୁପସ୍ଥିତିରେ ସ୍ୱଂୟକ୍ରୀୟ କମ୍ପ୍ୟୁଟର ନିର୍ମାଣ କରାଗଲା । ୧୦ ମଈ ୧୯୫୦ରେ ଏହା ପ୍ରଥମ କାର୍ଯ୍ୟକ୍ରମ ସମ୍ପାଦନ କଲା ।
 
== ବ୍ୟକ୍ତିଗତ ଜୀବନ ==