"ଆରତୀ ସାହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଠାରେ +ଠାରେ )
୧୫ କ ଧାଡ଼ି:
}}
 
'''ଆରତୀ ଗୁପ୍ତା କିମ୍ବା ସାହା'''(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ [[ପଶ୍ଚିମ ବଙ୍ଗ]]ର [[କଲିକତା]] ଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା [[ସଚିନ ନାଗ]]ଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା [[ମିହିର ସେନ]]ଙ୍କ ଠାରୁ ପ୍ରେରିତ ହୋଇଥିଲେ । ୧୯୫୯ ମହିହା ସାହା [[ଏସିଆ]] ଓ [[ଭାରତ]]ର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ [[ପଦ୍ମଶ୍ରୀ]]ରେ ପୁରସ୍କୃତ ହୋଇଥିଲେ।<ref name="bb">{{cite web|url=http://www.banglabazar.co.in/node/2789|title=জলকন্যা আরতি সাহা : ইংলিশ চ্যানেলজয়ী প্রথম এশীয় মহিলা|last1=De|first1=Pradip|last2=Basu|first2=Tapas|publisher=বাংলা bazar|language=Bengali|accessdate=7 March 2015}}</ref>
 
== ପ୍ରାରମ୍ଭିକ ଜୀବନ ==