"ଆକାଶଗଙ୍ଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କ +ଙ୍କ )
ଟିକେ Bot: Automated text replacement (- ରୁ +ରୁ , - କୁ +କୁ )
୮ କ ଧାଡ଼ି:
}}
ଆକାଶ ଗଙ୍ଗା ହେଉଛି ଏକ ନିହାରୀକା ଯେଉଁଥିରେ ଆମର ସୌରଜଗତ ଅବସ୍ଥିତ। ଏହା ଆମର ଆକାଶରେ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ବ୍ୟାପି ଥିବାର ଦେଖାଯାଏ।
ଏହା ଆମର ପୃଥିବୀ ଚାରିପଟେ ଏକ ଧଳା ରଙ୍ଗର ବନ୍ଧନ ପରି ଦେଖାଯାଏ କାରଣ ଏହା ଅଣ୍ଡାକାର ହୋଇଥିବାରୁ ଏହା ଏପରି ଦେଖାଯାଏ। ୧୬୧୦ରେ ଗାଲିଲିଓ ଗାଲିଲେଇ([[Galileo Galilei]]) ପ୍ରଥମେ ତାଙ୍କ ଦ୍ବାରା ଉଦ୍ଭାବିତ ତେଳିସ୍କୋପ୍ ସାହାଯ୍ୟରେ ସେଇ ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ଥିବା ତାରା ଗୁଡିକୁ ଅବିସ୍କୃତ କରିଥିଲେ। ୧୯୨୦ ମସିହା ପର୍ଯ୍ୟନ୍ତ ସବୁ ମହାକାଶ ବିଜ୍ଞାନୀ ଭାବୁଥିଲେ ଜେ ସେହି ଧଳା ରଙ୍ଗର ବନ୍ଧନ ସଦୃଶ ଆକାଶ ଗଙ୍ଗାରେ ବିଶ୍ୱର ସବୁ ତାରକା ଅବସ୍ଥିତ। ୧୯୨୦ ମସିହାରେ ଦୁଇ ମହାକାଶ ବିଜ୍ଞାନୀ ହାର୍ଲ ସେପ୍ଲେ(Harlow Shapley) ଏବଂ ହଵର କର୍ଟିସ୍([[:en:Heber Curtis|Heber Curtis]])ଙ୍କ ମଧ୍ୟରେ ଭୀଷଣ ବିତର୍କ ଓ ଏଦ୍ଵିନ୍ ହବଲ୍([[:en:Edwin Hubble|Edwin Hubble]])ଙ୍କ ମନ୍ତବ୍ୟରୁ ଜଣାଗଲାଯେ ଆକାଶ ଗଙ୍ଗା ହେଉଛି ବିଶ୍ୱରେ ଥିବା କୋଟି କୋଟି ନିହାରୀକା ମଧ୍ୟରୁ ଗୋଟିଏ। ଏବେ ଅଧିକରୁ ଅଧିକ ନିହାରୀକା ଆବିଷ୍କାର ହେଲାନି ଯାହାକି ପ୍ରାୟ ୨,୦୦,୦୦୦ କୋଟି ରୁକୋଟିରୁ ଅଧିକ ହେବ।
[[File:Milky Way Arch.jpg|thumb|Milky Way Arch]]
 
ଅମର ଆକାଶ ଗଙ୍ଗାର ବ୍ୟାସ ପ୍ରାୟ ୧,୦୦,୦୦୦ ରୁ୦୦୦ରୁ ୧,୨୦,୦୦୦ [[ଆଲୋକବର୍ଷ]]। ଯାହାକି ପ୍ରାୟ ୧,୫୦,୦୦୦ ରୁ୦୦୦ରୁ ୧,୮୦,୦୦୦ [[ଆଲୋକବର୍ଷ]] ପର୍ଯ୍ୟନ୍ତ ହୋଇପାରେ। ଆକାଶ ଗଙ୍ଗାରେ ପ୍ରାୟ ୧୦,୦୦୦ କୋଟି ରୁକୋଟିରୁ ୪୦,୦୦୦ କୋଟି ପର୍ଯ୍ୟନ୍ତ ତାରକା ରହିପାରେ।ସେହିପରି ଆକାଶ ଗଙ୍ଗାରେ ୧୦,୦୦୦ କୋଟି ଗ୍ରହ ଅବସ୍ଥିତ। ଆମର ସୌରଜଗତ ଆକାଶ ଗଙ୍ଗାର ଗୋଲାକାର ପରିଧି ମଧ୍ୟରେ ଅବସ୍ଥିତ ଯାହାକି ଆକାଶ ଗଙ୍ଗାର କେନ୍ଦ୍ରରୁ ୨୭,୦୦୦ [[ଆଲୋକବର୍ଷ]] ଦୁରରେ ଅବସ୍ଥିତ। ଏହ ଆକାଶ ଗଙ୍ଗାର ଅନ୍ତଃ କ୍ଷେତ୍ରରେ ଅବସ୍ଥିତ। ଆକାଶ ଗଙ୍ଗାର କେନ୍ଦ୍ରରୁ ୧୦,୦୦୦ ଅଲୋକବର୍ଷ ପର୍ଯ୍ୟନ୍ତ କେବଳ ମହାକାଶିୟ ବାଦଲ ଏବଂ ଧୁଳିରେ ପରିପୂର୍ଣ୍ଣ।ଏହି ଅଂଶର ମାଧ୍ୟାକର୍ଷଣ ଶକ୍ତି ବହୁତ ଅଧିକ । ଏହ ଏକ [[ବ୍ଲାକ୍ ହୋଲ୍(black hole)]] ପରି ଅଟେ। ଆକାଶ ଗଙ୍ଗାର ସେହି ଅଂଶରେ ନକ୍ଷେତ୍ର ଏବଂ ଗ୍ୟାସ ଗୁଡ଼ିକ ସେକେଣ୍ଡ କୁସେକେଣ୍ଡକୁ ପ୍ରାୟ ୨୨୦ କିଲୋମିଟର ବେଗରେ ପରିକ୍ରମା କରନ୍ତି। ସୂର୍ଯ୍ୟ କ୍ଷେତ୍ରରେ ଏହ। ୨,୪୦୦ ଲକ୍ଷ ବର୍ଷ ଲାଗିଥାଏ।
 
ଆକାଶ ଗଙ୍ଗା ବିଶ୍ୱର ସୀମା ଅନୁସାରେ ସେକେଣ୍ଡକୁ ପ୍ରାୟ ୬୦୦ କିଲୋମିଟର ବେଗରେ ଗତି କରେ। ଆକାଶ ଗଙ୍ଗାର ସବୁଠୁ ପୁରୁଣା ନକ୍ଷେତ୍ର ବିଶ୍ଵ ସୃଷ୍ଟି ରା ସମୟ ସହ ସମାନ।କାରଣ ଏହି ନକ୍ଷେତ୍ର [[ବିଗ୍ ବ୍ୟାଂଗ୍(big bang)]]ର କମ ସମୟ ପରେ ସୃଷ୍ଟି ହୋଇଥିଲା।ଆକାଶ ଗଙ୍ଗାର ଅନେକ ଉପ ନିହାରୀକା ମଧ୍ୟ ରହିଅଛି ଯାହାକି [[ଭିର୍ଗୋ ସୁପରକ୍ଲସ୍ଟର୍(virgo supercluster)]] ଯିଏକି ନିଜେ ମଧ୍ୟ [[ଲାନିଆକିଆ ସୁପରକ୍ଲସ୍ଟର୍(Laniakia supercluster)]] ଅଂଶ ଅଟେ।