"ଅହିରାଜ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ , - କୁ +କୁ ) |
||
୩୨ କ ଧାଡ଼ି:
==ବର୍ଗୀକରଣ==
OPHIOPHAGUS HANNAH, MONOTYPIC GENUS
ଯେଊଁଠାରେ କି ଅନ୍ୟ ନାଗ ପ୍ରଜାତି NAJA ଶ୍ରେଣୀରେ ଅନ୍ତର୍ଭୁକ୍ତ । ଅହିରାଜ ଅନ୍ୟ ନାଗମାନଙ୍କ ଠାରୁ ବଡ, ଏମାନଙ୍କ ଫଣୀ ଓ ଦେହରେ ଥିବା ଚିହ୍ନ ଦ୍ଵାରା ଚିହ୍ନଟ କରିହୁଏ ।
୪୦ କ ଧାଡ଼ି:
==ବ୍ୟବହାର==
ଅହିରାଜ ଅନ୍ୟ ସର୍ପମାନଙ୍କ ପରି ନିଜ ଜିହ୍ଵା ଦ୍ଵାରା ତଥ୍ୟ ସଂଗ୍ରହ କରେ । ଜିହ୍ଵା ଗନ୍ଧର କ୍ଷୁଦ୍ର
==ପ୍ରଜନନ==
ସ୍ତ୍ରୀ ଅହିରାଜ ଜଣେ ସମର୍ପିତ ମାଁ ଅନ୍ୟ ସର୍ପମାନଙ୍କ ଅପେକ୍ଷା । ସେ ଅଣ୍ଡା ଦେବା ପାଇଁ ବସା ବନାଏ,ପତ୍ର ଓ ଅନ୍ୟାନ୍ୟ ବସ୍ତୁ(କାଠି,ଛୋଟ ଛୋଟ ଡାଳ ଯାହା ଭୂମିଉପରେ ପଡିଥାଏ ) ଗୋଟେ ଜାଗାରେ ରଖି ବସା ପ୍ରସ୍ତୁତ କରେ । ବସା ପିଲାଙ୍କ ଜନ୍ମ ହେବା ପର୍ଯ୍ୟନ୍ତ ଥାଏ । ସ୍ତ୍ରୀ ଅହିରାଜ ୨୦-୪୦ ଟି ଅଣ୍ଡା ଦେଇଥାଏ,୬୦-୯୦ ପରେ
==ପ୍ରତିରକ୍ଷା ଓ ବିଷ==
କୌଣସି ପ୍ରକାର ବିପଦ ପରିଲକ୍ଷିତ ହୁଏ ଅହିରାଜ ଯଥାଶୀଘ୍ର ପଳାୟନ କରିବାକୁ ଚେଷ୍ଟା କରେ ନଚେତ ନିଜ ଶରୀରକୁ ଏକ-ତୃତୀୟାଂଶ ଭୂମି ଉପରକୁ ଉଠାଇ ଫଣା ଖୋଲି ଗର୍ଜନ କରେ । ଯେତେବେଳେ ଅହିରାଜ ନିଜ ଶରୀରକୁ ଭୂମି ଉପରେ ରଖିଥାଏ ସେତେବେଳେ ମଧ୍ୟ ଆଗକୁ ବଢିବାରେ ସକ୍ଷମ ଥାଏ ଓ ଦୂର ପର୍ଯ୍ୟନ୍ତ ଆକ୍ରମଣ କରିଥାଏ । ଅହିରାଜ ଥରେ ମାତ୍ର ଆକ୍ରମଣରେ ଲଗାତର କାମୁଡି ଚାଲିଥାଏ । ମୁଖ୍ୟତଃ କିଶୋର ସାପମାନେ ଯଥା ଶୀଘ୍ର ବିଷ ସ୍ଖଳନ କରନ୍ତି କିନ୍ତୁ ବୟସ୍କ ମାନେ ଅତି ସଂଯମ ସହ ବିଷ ସ୍ଖଳନ କରନ୍ତି କାରଣ ସେମାନେ ନିଜ ବିଷର ମୂଲ୍ୟ ଜାଣନ୍ତି ।
ଅହିରାଜର ଜହରରେ ନିଉରୋଟୋକ୍ସସିନ(NEUROTOXIN)ସହ ଅନ୍ୟ ପଦାର୍ଥ ଥାଏ । ଯେପରିକି ମ୍ୟୂରିନ(Murine)LD50 ଯାହାକି Intravenous ୧.୩୧ମିଲିଗ୍ରାମ ଏବଂ Intraperitoneal ୧.
ଅହିରାଜର ଶିକାର/ପୀଡିତ ଶରୀରର ସ୍ନାୟୁତନ୍ତ୍ରରେ ଯଥେଷ୍ଟ ଖ୍ୟତିଗ୍ରସ୍ତର ସମ୍ମୁଖୀନ ହେବାକୁ ପଡିଥାଏ । ପୀଡିତକୁ ମୁଣ୍ଡ ବୁଲାଇବା,ବେହୋସ,ଶ୍ଵାସରୁଦ୍ଧ,ପକ୍ଷାଘାତ ଓ କୋମା ହେବାର ଲକ୍ଷଣ ଦେଖାଯାଏ । ସର୍ପାଘାତର ୩୦ ମିନିଟରେ ପୀଡିତ ପ୍ରାଣ ହରାଏ । ମାତ୍ର ୨ଟି ପ୍ରତିରୋଧକର ଆବିଷ୍କାର ହୋଇଛି ଯାହା Central Research Institute ଭାରତ ଓ Red Cross ଥାଇଲାଣ୍ଡ ଦ୍ଵାରା ଯାହାକି ସ୍ୱଳ୍ପ ପରିମାଣରେ ଉପଲବ୍ଧ କିନ୍ତୁ ଆଶ୍ଚର୍ଯ୍ୟର କାରଣ ନୁହେଁ । Ohanin ନାମକ ପ୍ରୋଟିନ ଯାହାକି ଏହି ବିଷରେ ଥାଏ ସ୍ତନ୍ୟପାଇ
===ଫୁତ୍କାର===
ସର୍ପମାନଙ୍କର ଆବୃତି(Frequency)
==ସଂରକ୍ଷଣ==
|