"ଅରୁଣ କୁମାର ପତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ରୁ +ରୁ ) |
||
୫୦ କ ଧାଡ଼ି:
ଅରୁଣ କୁମାର ପତି (Arun Kumar Pati) ଜଣେ ଭାରତୀୟ ପଦାର୍ଥ ବୈଜ୍ଞାନିକ ଅଟନ୍ତି । ସେ କ୍ୱାଣ୍ଟମ୍ ତଥ୍ୟ ଓ କ୍ୱାଣ୍ଟମ୍ କମ୍ପ୍ୟୁଟିଂରେ ଗବେଷଣା ସହିତ ଜଡିତ ।<ref>http://www.researchgate.net/profile/Arun_Pati</ref> ସେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ସେ ବମ୍ବେ ବିଶ୍ଵବିଦ୍ୟାଳୟରୁ ନିଜର ପିଏଚ୍.ଡି କରିଥିଲେ । ସେ "Quantum no-deleting theorem" ଓ"Quantum no-hiding theorem" ପାଇଁ ପରିଚିତ । ସେ ୨୦୦୯ରେ ଓଡ଼ିଶା ବିଜ୍ଞାନ ଆକାଡେମୀ ଦ୍ବାରା ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଥିଲେ ।<ref>http://www.hbni.ac.in/faculty/HRI/hrial_phys_pati_arun.htm</ref>
== ଆଧାର ==
|