"ଅଜିତ ଅଗରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ରୁ +ରୁ )
ଟିକେ (Bot: Automated text replacement (- ଙ୍କ +ଙ୍କ ))
ଟିକେ (Bot: Automated text replacement (- ରୁ +ରୁ ))
| year = 2012
}}
'''ଅଜିତ ବାଳଚନ୍ଦ୍ର ଅଗରକର'''   ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200 ରୁ200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ [[ଦିଲ୍ଲୀ]] ଓ [[କଲିକତା]] ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ [[ମୁମ୍ବାଇ]]ର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵକପରେ ଭାରତ ପାଇଁ ଖେଳିଥିଲେ । 
 
== ବ୍ୟକ୍ତିଗତ ଜୀବନ ==
୩୯,୦୫୬

ଗୋଟି ସମ୍ପାଦନା