"ଅଙ୍ଗୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:ଜୀବଜଗତ using HotCat
ଟିକେ Bot: Automated text replacement (- ରୁ +ରୁ )
୯୪ କ ଧାଡ଼ି:
}}</ref>
== ଇତିହାସ ==
ଅଙ୍ଗୁର ଚାଷ ୬୦୦୦ ରୁ୬୦୦୦ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। <ref>{{cite journal |author=Patrice This, Thierry Lacombe, Mark R. Thomash |title=Historical Origins and Genetic Diversity of Wine Grapes |work= Trends in Genetics |volume= 22| issue = 8 |url=http://oak.cats.ohiou.edu/~ballardh/pbio480/thisetal2006-winegrapegeneticdiversity.pdf }}</ref> ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ।
[[ଫାଇଲ:Grapes Angoor.JPG|thumb|left|250px|୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ]]
== ଉପଯୋଗ ==
"https://or.wikipedia.org/wiki/ଅଙ୍ଗୁର"ରୁ ଅଣାଯାଇଅଛି