"ହୋମର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ର +ର )
ଟିକେ Bot: Automated text replacement (- ଙ୍କ +ଙ୍କ )
୧୩ କ ଧାଡ଼ି:
ତାଙ୍କ ନିଶ୍ଚିତ ସମୟ ବା କାର୍ଯକାଳ ଈସା ଠାରୁ ପ୍ରାୟ ୧୦୦୦ ଵର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେବେ ଏ ବିଷୟରେ ପ୍ରାଚୀନ କାଳରେ ଯେତିକି ବିବାଦ ଥିଲା ଆଜି ବି ସେତିକି ଅଛି । କିଛି ଲୋକ ତାଙ୍କ ସମୟକୁ [[ଟ୍ରୋଜନ ଯୁଦ୍ଧ]] ସମୟ ସହିତ ସମ୍ଭନ୍ଧ ଥିବା କୁହନ୍ତି କିନ୍ତୁ ଏହା ନିଶ୍ଚିତ ଯେ ଇତିହାସର ଏକ ପୂରା କାଳ ହୋମର ଯୁଗ ନାମରେ ନାମିତ ଥିଲା । ୮୫୦ ଈସା ପୂର୍ବ ଠାରୁ ଟ୍ରୋଜନ ଯୁଦ୍ଧର ତାରିଖ ୧୧୯୪-୧୧୮୪ ଈସା ପୂର୍ଵ ଯାଏଁ ଲମ୍ବି ଅଛି ।
ଇଲିଆଡ଼ରେ ଟ୍ରୟ ନଗର ରାଜ୍ୟ ସହିତ [[ଗ୍ରୀକ]] ଲୋକଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଅଛି । ଏହି ମହାକାବ୍ୟରେ [[ଟ୍ରୟ ନଗର]]ର ବିଜୟ ଏବଂ ଧ୍ଵଂସର କହାଣୀ ତଥା ଯୂନାନୀ ବୀର [[ଏକଲିସ]]ଙ୍କ ବୀରତା ବିଷୟରେ ଲେଖା ଯାଇ ଅଛି ।
[[ଓଡ଼େସୀ]]ରେ ଗ୍ରୀକ୍ ବୀର [[ଓଡ଼େସିଯସ]]ଙ୍କ [[ଟ୍ରୋଜାନ ଯୁଦ୍ଧ]] ପରେ ଗୃହ ପ୍ରତ୍ୟାବର୍ତ୍ତନ ଏବଂ ରାଜ୍ୟରେ ପହଞ୍ଚି ଶତୃମାନଙ୍କ କବଳରୁ ରାଣୀ [[ପେନେଲୋପ୍]] ଙ୍କ ଉଦ୍ଧାର ଆଦି ବିଷୟ ବର୍ଣ୍ଣନା କରାଯାଇଅଛି ।
==ଆଧାର==
"https://or.wikipedia.org/wiki/ହୋମର"ରୁ ଅଣାଯାଇଅଛି