"ସାକ୍ଷୀ ମଲିକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ଙ୍କ +ଙ୍କ ) |
||
୧ କ ଧାଡ଼ି:
'''ସାକ୍ଷୀ ମାଲିକ''', (ଜନ୍ମ ୩ ସେପ୍ଟେମ୍ବର ୧୯୯୨ ) ଜଣେ ଭାରତୀୟ ଫ୍ରି ଷ୍ଟାଇଲ ମହିଳା କୁସ୍ତିବିଦ । ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏକ ଗ୍ରୀଷ୍ମକାଳୀନ ଅଲିମ୍ପିକରେ ପଦକ ପ୍ରାପ୍ତ ହେଇଥିଲେ । ସେ ଏହି ବିରଳ କୃତି ୨୦୧୬ ମସିହାରେ [[ବ୍ରାଜିଲ]]ର ରିଓ ଠାରେ ହେଇଥିବା ଅଲିମ୍ପିକ କ୍ରିଡାରେ ୫୮ କିଲୋଗ୍ରାମ ବର୍ଗର ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ହାସଲ କରିଥିଲେ । ଏହା ବ୍ୟତୀତ ସେ [[ଭାରତ]]ର ଅଲିମ୍ପିକରେ ମେଡାଲ ହାସଲ କରିଥିବା ଚତୁର୍ଥ ମହିଳା ହେଇଥିଲେ । <ref>{{cite web | url=http://timesofindia.indiatimes.com/sports/rio-2016-olympics/india-in-olympics-2016/wrestling/Rio-Olympics-Wrestler-Sakshi-Malik-wins-Indias-first-bronze-medal-in-58kg-freestyle/articleshow/53747938.cms | title=Rio Olympics: Wrestler Sakshi Malik wins India's first medal - bronze in 58kg freestyle | publisher=[[The Times of India]] | date=18 August 2016 | accessdate=18 August 2016}}</ref><ref>{{cite web | url=http://www.bbc.com/news/world-asia-india-37103450 | title=Rio 2016: Sakshi Malik, the female wrestler who got India's first medal | publisher=[[BBC]] | accessdate=18 August 2016}}</ref> ସେ ବିନେଶ ଫୋଗତ , [[ବବିତା କୁମାରୀ]] ଓ[[ ଗୀତା ଫୋଗତ]]
ଅଲିମ୍ପିକ ବ୍ୟତୀତ ସେ ୨୦୧୪ କମନୱେଲ୍ଥ ଗେମରେ ରୌପ୍ୟ ଓ ୨୦୧୫ ମସିହାରେ ଦୋହାରେ ହେଇଥିବା ଏସୀୟ କୁସ୍ତି ଚମ୍ପିୟାନଶିପରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ । <ref name="SAKSHI MALIK">{{cite web|title=SAKSHI MALIK|url=http://g2014results.thecgf.com/athlete/wrestling/1022441/s_malik.html|publisher=[[Commonwealth Games Federation]]|accessdate=7 March 2016}}</ref><ref>{{Cite web|title = Commonwealth Games 2014: Sakshi Malik Gets Silver in Women's 58kg Freestyle Wrestling|url = http://sports.ndtv.com/commonwealth-games-2014/news/227599-commonwealth-games-2014-sakshi-malik-gets-silver-in-women-s-58kg-freestyle-wrestling|website = NDTVSports.com|accessdate = 2015-10-27|date = 2014-07-30}}</ref>
== ପ୍ରାରମ୍ଭିକ ଜୀବନୀ ==
== କ୍ରିଡା ଅବଦାନ ==
ପେଷାଦାର କୁସ୍ତିରେ
୨୦୧୪ ମସିହା ଗ୍ଲାସଗୋ ଠାରେ ହେଇଥିବା କମନୱେଲ୍ଥ କ୍ରିଡାରେ ସେ ଚମତ୍କାର ପ୍ରଦର୍ଶନ ଜରିଆରେ ଫାଇନାଲ କୁ ପହଞ୍ଚି ଥିଲେ । ସେଥିରେ ସେ ହଋ ଯାଇ ରୌପ୍ୟ ପଦକ ପାଇଥିଲେ ।<ref>{{Cite web|title = Glasgow 2014 - Sakshi Malik Profile|url = http://g2014results.thecgf.com/athlete/wrestling/1022441/s_malik.html|website = g2014results.thecgf.com|accessdate = 2015-10-27|date = 2015-07-30}}</ref> ସେହି ବର୍ଷ ସେ ଟାସକେଣ୍ଟ ଠାରେ ହେଇଥିବା ବିଶ୍ଵ ଚମ୍ପିୟାନଶିପରେ କ୍ଵାଟର ଫାଇନାଲ ଯାଇ ପହଞ୍ଚିଥିଲେ ମଧ୍ୟ ପଦକ ପାଇ ନଥିଲେ । ୨୦୧୫ ମସିହା ଦୋହା ଏସୀୟ କ୍ରିଡାରେ ସେ ବ୍ରୋଞ୍ଜ ପଦକ ପାଇଥିଲେ ।<ref>{{Cite web|title = Sakshi Malik exits in quarterfinal of Freestyle women's 60kg on Day 3 of Wrestling World Championships at Tashkent - India at Sports|url = http://indiaatsports.in/news/2014/09/10/sakshi-malik-exits-in-quarterfinal-of-freestyle-womens-60kg-on-day-3-of-wrestling-world-championships-at-tashkent/1003974|website = India at Sports|accessdate = 2015-10-27|language = en|date = 2014-09-10}}</ref>
୧୯ କ ଧାଡ଼ି:
* ୨୦୧୭ ମସିହାରେ [[ପଦ୍ମଶ୍ରୀ]] r<ref name="padma_awards_17">{{Cite web}}</ref>
* R୨୦୧୬ ମସିହାରେ [[ରାଜୀବ ଗାନ୍ଧୀ ଖେଳ ରତ୍ନା|ରାଜୀବ ଗାନ୍ଧୀ ଖେଳ ରତ୍ନ]] ପୁରସ୍କାର <ref name="ratna">{{Cite news|date=22 August 2016|work=The Indian Express|title=P.V Sindhu, Sakshi Malik, Dipa Karmakar to get Khel Ratna; Ajinkya Rahane named for Arjuna Award|url=http://indianexpress.com/article/sports/sport-others/pv-sindhu-sakshi-malik-dipa-karmakar-to-get-khel-ratna-ajinkya-rahane-named-for-arjuna-award-2990966/|accessdate=22 August 2016}}</ref>
* ଭାରତୀୟ ରେଳ ବିଭାଗ ଓ ଭାରତ
* ଭାରତୀୟ ରେଳ ବିଭାଗରେ ତାଙ୍କର ପଦୋନ୍ନତି .<ref name="60_lakh">{{Cite news|date=18 August 2016|work=The Indian Express|title=Sakshi Malik to receive Rs 60 lakh from Indian Railways for her Bronze medal win at Rio 2016 Olympics|url=http://indianexpress.com/sports/rio-2016-olympics/sakshi-malik-to-receive-rs-60-lakh-from-indian-railways-for-her-bronze-medal-win-2982765/|accessdate=18 August 2016}}</ref>
*
* ହରିୟଣା
== ଆଧାର ସମୂହ ==
|