"ସଂଯୁକ୍ତା ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୨୪ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ତାଙ୍କର ଜନ୍ମ ବ୍ରହ୍ମପୁରର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ଅଭିରାମ ମିଶ୍ର ଓ ମାତାଙ୍କ ନାମ ଶକୁନ୍ତଳା ମିଶ୍ର ଥିଲା । ବାଲ୍ୟ ସମୟରୁ ତାଙ୍କ ଭିତରେ ନୃତ୍ୟ ପ୍ରତିଭା ବିକଶିତ ହୋଇଥିଲା । ମାତ୍ର ତାଙ୍କ ପିତାଙ୍କ ବିରୋଧ ସତ୍ତ୍ୱେ ତାଙ୍କ ମା ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ତାଙ୍କ ପିତାଙ୍କ ବିରୋଧର କାରଣ ଥିଲା, ସେ ସମୟରେ ସାଧାରଣ ନାରୀମାନେ ନାଚୁ ନଥିଲେ । କେବଳ ମନ୍ଦିର ମାନଙ୍କରେ ମାହାରୀ ମାନଙ୍କ ନାଚିବା ପ୍ରଥା ଥିଲା । ହେଲେ ପିତାଙ୍କ ପ୍ରତିରୋଧକୁ ଖାତିର ନ କରି ମା' ଙ୍କ ପ୍ରୋତ୍ସାହନ ବଳରେ ସଂଯୁକ୍ତା ନୃତ୍ୟ କରିବା ଆରମ୍ଭ କରିଥିଲେ | ପିଲାବେଳେ ସେ ନିଜ ପରିବେଶରୁ ବିଭିନ୍ନ ଧ୍ବନୀ ଶୁଣି ନୃତ୍ୟ କରୁଥିଲେ | <ref>http://www.narthaki.com/info/profiles/profil48.html</ref>
<ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>