"ଲୁନାଭଦା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୩୫ କ ଧାଡ଼ି:
 
== ଇତିହାସ ==
1225 ମସିହାରେ ଆହନୀଳବାରା ପତନ ରାଜ୍ୟର ସିଧାରାଜ ଙ୍କସିଧାରାଜଙ୍କ ଦ୍ଵାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହାରେ ରାଣା ଭୀମ ସିଂହଜୀ ଲୁନାଭଦା ସହର କୁ ରାଜଧାନୀ କରି ମାହି ନଦୀ ତଟରେ ଏହି ରାଜ୍ୟ ସ୍ଥାପନ କଲେ । 
 
1826 ମସିହାରେ ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ କୁ ଆସି ରେୱା ଏଜେନ୍ସି ଅଧୀନରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟର ଜନ ଆବାଦୀ 1901ରେ ବହୁ ସଂଖ୍ୟାରେ କମି ଯାଇଥିବାର ଜଣା ଯାଇଥିଲା । <ref>[http://members.iinet.net.au/~royalty/ips/l/lunawada.html Lunawada Princely State (9 gun salute)]</ref>