"ଲରମ୍ଭା ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୩ କ ଧାଡ଼ି:
'''ଲରମ୍ଭା କଲେଜ''' , ଓଡ଼ିଶା ରାଜ୍ୟର [[ବରଗଡ଼ ଜିଲ୍ଲା|ବରଗଡ]] ଜିଲ୍ଲା ଅଧୀନ ଲରମ୍ଭା ଠାରେ ଅବସ୍ଥିତ । 
 
ଜାତୀୟ ରାଜପଥ ୬ର ଗୋଡଭଗା ଛକ ଠାରୁ ଗୋଡଭଗା ସୋନପୁର ରାଜ୍ୟ ରାଜପଥରେ ୦.୭୫ କିଲୋମିଟର ଗଲେ ଏହି କଲେଜ ପଡେ । ଏହି କଲେଜ ପଶ୍ଚିମ ଓଡ଼ିଶାର ଏକ ସର୍ବପୁରତନ ସମ୍ପୂର୍ଣ ଡିଗ୍ରୀ କଲେଜ ଓ ଓଡ଼ିଶା ସରକାର ଙ୍କସରକାରଙ୍କ ଦ୍ଵାରା ସମ୍ପୂର୍ଣ ଅନୁଦାନପ୍ରପ୍ତ ଶ୍ରେଣୀର । ଅଞ୍ଚଳର ଜଣାଶୁଣା ସମାଜସେବୀ ବ୍ରଜ ମୋହନ ପଣ୍ଡା ଏହା କୁ ୧୯୬୪ରେ ପ୍ରତିଷ୍ଠା କରିଥିଲେ । 
 
ପ୍ରଥମ ରୁ ଏକ ବିଜ୍ଞାନ କଲେଜ ହିସାବରେ ଆରମ୍ଭ ହେଇଥିବା କଲେଜରେ ବର୍ତମାନ ଆର୍ଟସ ବିଭାଗ ରହିବା ସହ ବିଭିନ୍ନ ବିଷୟରେ ସମ୍ମାନର ସୁବିଧା ଉପଲବ୍ଧ । ଏହି କଲେଜର ଏକ ଉଛତର ମାଧ୍ଯମିକ ବିଭାଗ ମଧ୍ୟ ସ୍ଵତନ୍ତ୍ର ଭାବରେ ଅଛି । 
 
ଉଭୟ ବାଳକ ଓ ବାଳିକା ଙ୍କବାଳିକାଙ୍କ ପାଇଁ ଏହି କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲର ସୁବିଧା ଥାଇ ଏକ ସୁନ୍ଦର ଖେଳ ପଡିଆ ( mini stadium ) ମଧ୍ୟ ରହିଛି । 
 
NAAC (National Assessment and Accreditation Council ) ଦ୍ଵାରା B+ ମାନ୍ୟତା ପାଇଥିବା ଏହି କଲେଜ ଓଡ଼ିଶା ସରକାର ଙ୍କସରକାରଙ୍କ ଦ୍ଵାରା 'ପ୍ରକୃତି ମିତ୍ର " ପୁରସ୍କାର ପ୍ରାପ୍ତ ହେଇଛି । 
 
== ବାହ୍ୟ ସଂଯୋଗ ==