"ରୁକ୍ମଣୀ ଦେବୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧ କ ଧାଡ଼ି:
[[ଫାଇଲ:Rukmini_temple.JPG|ଡାହାଣ|thumb|Rukmini Devi Temple]]
ରୁକ୍ମଣୀ ଦେବୀ ମନ୍ଦିର,  ଭାରତର [[ଦ୍ଵାରକା]] ଠାରୁ 2 କିଲୋମିଟର ଦୂରରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣ ଙ୍କଶ୍ରୀକୃଷ୍ଣଙ୍କ ରାଣୀ ରୁକ୍ମିଣୀ ଙ୍କରୁକ୍ମିଣୀଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀ ରୁ ଏହା 12 ଶ ଶତାବ୍ଦୀର ବୋଲି ଜଣାଯାଇଥାଏ । 
 
== ବର୍ଣନା ==
ମନ୍ଦିରରେ ବିଭିନ୍ନ ଦେବାଦେବୀ ଙ୍କଦେବାଦେବୀଙ୍କ ପ୍ରତିମୂର୍ତି ପ୍ରସ୍ତରରେ ଖୋଦନ କରାଯାଇ ମଦିର କାନ୍ଥ ବାହାରେ ଖଞ୍ଜା ଯାଇଛି । ମନ୍ଦିର ଭିତରେ ରୁକ୍ମିଣୀ ଙ୍କରୁକ୍ମିଣୀଙ୍କ ପ୍ରତିମା ରହିଛି । ଏଥିରେ ଥିବା ସ୍ତମ୍ଭର ମୂଳ ଅଂଶରେ କ୍ଷୋଦିତ ମନୀଷା ଓ ହାତୀ ମୂର୍ତି ସମୂହ ରହିଛି । 
 
== କିମ୍ବଦନ୍ତୀ ==