"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧୬ କ ଧାଡ଼ି:
| academic_advisors = [[ଫ୍ରେଡ଼୍ରିକ୍ ଗୁସ୍ଟେଭ୍ ଜ୍ୟାକବ୍ ହେନ୍ଲେ]]<br>[[କାର୍ଲ ଏୱାଲ୍ଡ ହାସ୍ସେ]]<br>[[ରୁଡୋଲ୍ଫ ୱର୍ଚୋ]]
| influenced = [[ଫ୍ରେଡ଼୍ରିକ୍ ଲଫ୍ଲର୍]]
| known_for = [[ରୋଗଜୀବାଣୁତତ୍ତ୍ୱ(bacteriology)]]ର ଆବିଷ୍କାର<br />[[ଜୀବାଣୁତତ୍ତ୍ୱ]]ର [[କଚ୍ ଙ୍କକଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ]] <br>[[ଆନ୍ଥ୍ରାକ୍ସ]], [[ଯକ୍ଷ୍ମା]] ଏବଂ [[ହଇଜା]]
| prizes = [[ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର]] (୧୯୦୫)
| religion = କିଛି ନାହିଁ<ref>{{cite book|title=Robert Koch: A Life in Medicine and Bacteriology|year=୧୯୮୮|publisher=ASM Press|isbn=9781555811433|author=Thomas D. Brock|accessdate=୧୪ ମେ ୨୦୧୨|page=୨୯୬|quote=He loved seeing new things, but showed no interest in politics. Religion never entered his life.}}</ref>
୨୬ କ ଧାଡ଼ି:
 
 
==କଚ୍ ଙ୍କକଚ୍ଙ୍କ ଗବେଷଣା==
ବୀଜାଣୁ ବା ବ୍ୟାକ୍ଟେରିଆ ଉପରେ ରବର୍ଟ କଚ୍ ଗବେଷଣା କରି ଲୁଇ ପାଶ୍ଚରଙ୍କ ସୃଷ୍ଟ ବୀଜାଣୁ ବିଜ୍ଞାନକୁ ପ୍ରତିଷ୍ଟିତ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିଥିଲେ । ଗୋଜାତି ପଶୁମାନଙ୍କ ମଧ୍ୟରେ ଆନ୍ଥ୍ରାକ୍ସ ରୋଗର ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ବେସିଲସ୍ ଏନ୍ଥ୍ରାସିସ୍ ବୀଜାଣୁକୁ କଚ୍ ସଂକ୍ରମିତ ପଶୁର ରକ୍ତରୁ ଅଲଗା କରିଥିଲେ । ଏଭଲି ବୀଜାଣୁକୁ ଅବମିଶ୍ରିତ ପୋଷକରେ ବୃଦ୍ଧି କରାଯାଇଥିଲା । ଏହି ବୀଜାଣୁ ନିଜସ୍ୱ ପୋଷଦଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଲଗା ହୋଇ ରହିଲେ ଅକ ପ୍ରକାର କୋଷ ପେଟୀଦ୍ୱାରା ଆବୃତ ହେଉଥିବାର ଦର୍ଶାଇଥିଲେ । ବିଜାଣୁର ଏହି ଅବସ୍ଥାକୁ ଅନ୍ତର ରେଣୁ କୁହାଯାଏ । ଏଗୁଡ଼ିକ ମାଟିରେ ବହୁତ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରନ୍ତି ଯାହାକି ଉପଯୁକ୍ତ ପରିବେଶର ଗୋଜାତୀ ପଶୁଙ୍କୁ ହଠାତ ସଂକ୍ରମଣ କରେ । ଏହାଦ୍ୱାରା ମହାମାରୀ ଭାବରେ ଆନ୍ଥ୍ରାକ୍ସ ବ୍ୟାପିଯାଏ ।
 
୩୩ କ ଧାଡ଼ି:
ଯକ୍ଷ୍ମା ରୋଗ ଘଟାଉଥିବା ବୀଜାଣୁ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବେକୁଲେସିସ୍ କୁ ୧୮୮୨ ମସିହାରେ କଚ୍ ଆବିଷ୍କାର କରାଇଥିଇଲେ ଓ ରୋଗୀ ଦେହରୁ ବୀଜାଣୁ ପୃଥକ୍ କରି ଅବମିଶ୍ରିତ ପୋଷକ ତିଆରି କରିପାରିଥିଲେ । ସେ ବ୍ୟବହାର କରିଥିବା ଅଗର୍ ପ୍ଲେଟ୍ ପଦ୍ଧତି ଆଜି ମଧ୍ୟ ବିଜ୍ଞାନ ପ୍ରୟୋଗଶାଳାରେ ବ୍ୟବହାର କରାଯାଉଛି ।
 
"ବୀଜାଣୁ ହିଁ ରୋଗର କାରକ" ମତବାଦର ରବର୍ଟ କଚ୍ ଥିଲେ ଉଦ୍ୟକ୍ତା । ତାଙ୍କ ଦ୍ୱାରା ପ୍ରଣିତ "କଚ୍ ଙ୍କକଚ୍ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ" ହିଁ କଚ୍ଙ୍କୁ ନୋବେଲ୍ ପୁରସ୍କାର ଜିତାଇ ଥିଲା । ତଥ୍ୟର ମୁଖ୍ୟ ବିଷୟ: ରୋଗଗ୍ରସ୍ତ ଜୀବଠାରେ ବହୁ ପରମାଣୁର ସନ୍ଧାନ ମିଳେ । ସୁସ୍ଥ ଜୀବ ପାଖରେ ତାହା ନଥାଏ । ଅଣୁଜୀବକୁ ରୋଗୀଙ୍କ ପାଖରୁ ଅଲଗା କରି ଅବମିଶ୍ରିତ ପୋଷକରେ ବଢ଼ାଇ ହେବ । ଏଭଳି ପୋଷକ ଅଣୁଜୀବକୁ ସୁସ୍ଥ ଜୀବ ଦେହକୁ ପ୍ରବେଶ କରାଇଲେ ତା' ଦେହରେ ସେହି ରୋଗ ଦେଖାଦିଏ ।
 
୧୮୯୮ ମସିହାରେ ପୃସିଆରେ ନୁଆ ଭାବରେ ଗଢ଼ା ଯାଇଥିବା ସଂକ୍ରାମକ ରୋଗ ପ୍ରତିଷ୍ଠାନର କଚ୍ ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ । ଏହି ପ୍ରତିଷ୍ଠାନଟି ପରବତ୍ତୀ କାଳରେ ରବର୍ଟ କଚ୍ ପ୍ରତିଷ୍ଠାନ ଭାବରେ ନାମିତ ହୋଇଥିଲା ।