"ମାର୍କୋ ପୋଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୨୧ କ ଧାଡ଼ି:
 ଜଣେ ଇଟାଲୀୟ ବ୍ୟବସାୟୀ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟର ନାଗରିକ ଥିଲେ । ସେ କେନ୍ଦ୍ର ଏସିଆ ଓ ଚୀନ ଦେଶ କୁ ପରିଭ୍ରମଣରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆରେ ଏଉରୋପୀୟ ମାନେ ପ୍ରଥମ କରି ଏସିଆ ମହାଦେଶର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟରେ ବିଶଦ ଭାବରେ ଜ୍ଞାତ ହେଇଥିଲେ । 
 
ମାର୍କୋ ପୋଲୋ ଙ୍କପୋଲୋଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହାରେ ଭେନିସ କୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋଙ୍କୁ ସାଙ୍ଗରେ ନେଇ ଏସିଆ କୁ ଅନନ୍ୟ ଯାତ୍ରାରେ ଗଲେ ଓ ପୁଣି ଭେନିସ କୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧରେ ବ୍ୟାପ୍ତ ଥିଲା । ମାର୍କୋଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣର କାହାଣୀ ତାଙ୍କର  ଏକ ସାଥି କଇଦିଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହାରେ ଜୈଲ ରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3 ଟି ସନ୍ତାନର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହାରେ ଭେନିସ ଠାରେ ହେଇଥିଲା । 
 
== ଜୀବନୀ ==
୩୧ କ ଧାଡ଼ି:
[[ଫାଇଲ:Marco_Polo_Mosaic_from_Palazzo_Tursi.jpg|thumb|Mosaic of Marco Polo displayed in the Palazzo Doria-Tursi, in Genoa, [[ଇଟାଲୀ|Italy]]]]
 
== ''ମାର୍କୋ ପୋଲୋ ଙ୍କପୋଲୋଙ୍କ ଭ୍ରମଣ '' ==
[[ଫାଇଲ:Travels_of_Marco_Polo.png|thumb|ମରକୋ ପୋଲୋ ଙ୍କପୋଲୋଙ୍କ ଭ୍ରମଣ ମାନଚିତ୍ର ]]
[[ଫାଇଲ:Marco_Polo_traveling.JPG|thumb|ମିଲୋନେIIର ଏକ  ଅଙ୍କିତ ଚିତ୍ର .]]
[[ଫାଇଲ:Marco_Polo,_Il_Milione,_Chapter_CXXIII_and_CXXIV_Cropped.jpg|thumb|୧୨୯୮-୧୨୯୯ ମସିହାର ପାଣ୍ଡୁଲିପି ମିଲୋନେ IIର ଏକ ପ୍ରୁଷ୍ଠା .]]
୩୯ କ ଧାଡ଼ି:
 
=== ସମ୍ମାନ ===
[[ଫାଇଲ:Lire_1000_(Marco_Polo).jpg|thumb|୧୯୮୨ ମସିହାରେ ମୁଦ୍ରିତ ଇଟାଲିୟାନ ବେଙ୍କ ନୋଟ ମାର୍କୋ  ପୋଲୋ ଙ୍କପୋଲୋଙ୍କ ଚିତ୍ର ସହ .]]
 
== ପୁନଶ୍ଚ ଦେଖଣା ==