"ବ୍ରହ୍ମା ମନ୍ଦିର, ବିନ୍ଦୁସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୨ କ ଧାଡ଼ି:
 
== ପ୍ରବାଦ ==
ଲୋକ ମୁଖରେ କଥିତ ଅଛି [[ବ୍ରହ୍ମା]] ଭୁବନେଶ୍ଵର କୁ ଆସି ମହାଦେବ ଲିଙ୍ଗରାଜ ଙ୍କଲିଙ୍ଗରାଜଙ୍କ ଅଧିଷ୍ଠାନ ଉତ୍ଶାବରେ ଯୋଗ ଦେଇଥିଲେ । ତାଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିଯିବାକୁ ଅନୁରୋଧ କରାଯିବାରୁ ସେ ପ୍ରତି ବର୍ଷ ଚୈତ୍ର ମାସରେ ଅଶୋକାଷ୍ଟମୀ ଯାତ୍ରା ପାଇଁ ଆସିବାକୁ ରାଜି ହେଇଥିଲେ । ପୁଣି ସେ ଲିଙ୍ଗରାଜ ଙ୍କଲିଙ୍ଗରାଜଙ୍କ ରୁକୁଣା ରଥର ସାରଥି ମଧ୍ୟ ହେବାକୁ କଥା ଦେଇଥିଲେ । ତେଣୁ ତାଙ୍କ ସମ୍ମାନାର୍ଥେ ବିନ୍ଦୁସାଗର ନିକଟରେ ତାଙ୍କର ମନ୍ଦିର ନିର୍ମାଣ କରା ଯାଇଥିଲା । 
 
== ସ୍ଥାପତ୍ୟ ==
ପ୍ରାଚୀନ କଳିଙ୍ଗ ସ୍ଥାପତ୍ୟ କଳା ଅନୁସାରେ ଏହି ମନ୍ଦିରର ୧୫ ତମ ଶତାବ୍ଦୀରେ ନିର୍ମିତ ହେଇଥିଲା । ପରେ ତାହା ଭଗ୍ନ ଅବସ୍ଥା କୁ ଆସିବାରୁ ତାକୁ ଗଜପତି ଙ୍କଗଜପତିଙ୍କ ଅମଳରେ ପୁନରୁଢହର କରାଯାଇଥିଲା । ଏହି ମନ୍ଦିରରେ ବ୍ରହ୍ମା ଙ୍କବ୍ରହ୍ମାଙ୍କ ଏକ ଚତୁର୍ଦ୍ଧା ମୂର୍ତି ସ୍ଥାପିତ ହେଇଅଛି । ଲିଙ୍ଗରାଜ ମନ୍ଦିର କୁ ଦର୍ଶନ ଆସିବା ବେଳେ ଏହି ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ମଧ୍ୟ ଦର୍ଶନ ନ କଲେ  ଦର୍ଶନ ଅସମ୍ପୂର୍ଣ ରାହିଜାଏ ।  
 
== ପୁନଶ୍ଚ ଦେଖଣା ==