"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ଙ୍କ +ଙ୍କ )
ଟିକେ (Bot: Automated text replacement (- ରେ +ରେ ))
ଟିକେ (Bot: Automated text replacement (- ଙ୍କ +ଙ୍କ ))
 
==ଜୀବନ ଓ ପରିବାର==
ବିସ୍‌ମିଲ୍ଲା ଖାନ [[ବିହାର]]ର [[ଦୁମରାଁଓ]]ରେ ୧୯୧୩ ମସିହା [[ମାର୍ଚ୍ଚ]] ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସିଏ ବଚ୍ଚେଇ ଖାନ ଓ ମିଥାନ ଙ୍କମିଥାନଙ୍କ ଦ୍ୱିତୀୟ ପୁତ୍ର ଥିଲେ । ତାଙ୍କର ପିତା ଓ ପିତାମହ ବିହାରର ଦୁମରାଁଓ ଓ ଭୋଜପୁର ରାଜାଙ୍କ ଦରବାରରେ ଶେହ‌ନାଇ ବାଦକ ଥିଲେ ।
 
ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶାହାନାଇ ବଜାଉଥିଲେ ।
୩୯,୦୫୬

ଗୋଟି ସମ୍ପାଦନା