"ବିଜୟା ମେହେଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧୧ କ ଧାଡ଼ି:
}}
 
'''ବିଜୟା ମେହେଟା''' ଜନ୍ମ ୪ ନଭେମ୍ବର , ୧୯୩୪ <ref>Abhijit Varde: [[google:"Vijaya+Mehta"+1934&btnG=Nach+Büchern+suchen&tbm=bks&tbo=1&hl=de|Daughters of Maharashtra: Portraits of Women who are Building Maharastra : Interviews and Photographs]], 1997, p. 87</ref>)ଜଣେ ଚର୍ଚିତ ଭାରତୀୟ ମହିଳା ଫିଲ୍ମ ଓ ରଙ୍ଗମଞ୍ଚ ନାଟକର ନିର୍ଦେଶିକା । ସେ ଅନେକ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ସେ ମୁମ୍ବାଇ ସହରରେ ଥିବା ଥିଏଟର ଗ୍ରୁପ " ରଙ୍ଗାୟନ "ର ଜଣେ ପ୍ରତିଷ୍ଠାତ ସଦସ୍ୟା । ରଙ୍ଗାୟନ ଥିଏଟରରେ ଡାଃ ଶ୍ରୀରାମ ଲାଗୁ , ବିଜଯ ତେନ୍ଦୁଲକର , ଅରବିନ୍ଦ ଦେଶପାଣ୍ଡେ ଙ୍କଦେଶପାଣ୍ଡେଙ୍କ ପରେ ଜଣାଶୁଣା କଳାକାର ସମ୍ପୃକ୍ତ ରହିଥିଲେ । ଫିଲ୍ମ " ପାର୍ଟି "ରେ ବିଜୟା ଙ୍କବିଜୟାଙ୍କ ଅଭିନୟ ପ୍ରଶଂଷିତ ହେଇଥିଲା ଓ ତାଙ୍କୁ ମରାଠୀ ରଙ୍ଗମଞ୍ଚର ଜଣେ ବିଶିଷ୍ଟ ମହିଳା ଭାବରେ ସମ୍ମାନ ଦିଅ ଯାଇଥାଏ ।<ref>{{cite web | title = The return of Desdemona |publisher=Mumbai Mirror| url = http://www.mumbaimirror.com/others/sunday-read/The-return-of-Desdemona/articleshow/29368448.cms |date= 25 January 2014| accessdate = 2014-06-22 }}</ref>
== ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷ୍ୟା ==
ବିଜୟା ଙ୍କବିଜୟାଙ୍କ ଜନ୍ମ ୧୯୩୪ ମସିହାରେ [[ଗୁଜୁରାଟ]]ର [[ବରୋଦା]] ଠାରେ ହେଇଥିଲା । ସେ [[ମୁମ୍ବାଇ]] ବିଶ୍ୱବିଦ୍ୟାଳୟ  ରେ ସ୍ନାତକ ଶିକ୍ଷ୍ୟା ଲାଭ କରିଥିଲେ । ଆଦି ମାର୍ଜାବାନ , ଇବ୍ରାହିମ ଅଳକାଜି ଙ୍କଅଳକାଜିଙ୍କ ପରି ପ୍ରସିଦ୍ଧ ବ୍ୟକ୍ତି ତାଙ୍କର ସହପାଠୀ ଥିଲେ । 
 
== କାର୍ଯ୍ୟ ଜୀବନୀ ==
୧୯ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନୀ ==
ସେ ପ୍ରଥମେ ଅଭିନେତ୍ରୀ ଦୂର୍ଗା ଖୋଟେ ଙ୍କଖୋଟେଙ୍କ ପୁତ୍ର ହରିନ ଖୋତେଙ୍କୁ ବିବାହ କରିଥିଲେ । ତାଙ୍କର ଅଳ୍ପ ବୟସରେ ପରଲୋକ ହେଇଥିଲା । ତାଙ୍କର ଦୁଇଟି ପୁତ୍ର ଥିଲେ । ପରେ ବିଜୟା ଫାରୋଖ ମେହେଟାଙ୍କୁ ବିବାହ କରିଥିଲେ । .<ref>{{Cite news|last=Shanta Gokhale|author=Shanta Gokhale|author-link=Shanta Gokhale|authorlink=Shanta Gokhale|date=26 November 2012|title=Life at play|url=http://www.punemirror.in/printarticle.aspx?page=comments&action=translate&sectid=63&contentid=2012112620121126075151856ed14874e&subsite=|publisher=Pune Mirror}}</ref>
 
== ଫିଲ୍ମୋଗ୍ରାଫି ==