"ଫୁଟବଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧ କ ଧାଡ଼ି:
{{ଆଧାର ନାହିଁ}}
 
'''ଫୁଟବଲ''' ବିଶ୍ଵର ଅନ୍ୟ ଏକ ଲୋକପ୍ରିୟ ଖେଳ ।ଏହି ଖେଳରେ ଏକ ଗୋଲାକାର ବଲ କୁ ପାଦରେ ଗୋଇଠା ମାରି ଖେଳଯାଏ ।ଏହି ଖେଳର ସମୟସୀମା ୯୦ ମିନିଟ ।ଏହା ଦୁଇ ଦଳ ମଧ୍ୟରେ ଖେଳଯାଏ । ପ୍ରତି ଦଳରେ ଖେଳାଳି ଙ୍କଖେଳାଳିଙ୍କ ସଂଖ୍ୟା ୧୧। ଏଠି ସହ ୩ ଟି ବଦଳ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଏ। ବଲ୍ କୁ କେବଳ ଗୋଡରେ ମାରି ଖେଳିହେବ, ଗୋଲକିପର ଛଡା ଅନ୍ୟ କୌଣସି ଖେଳାଳି ହାତରେ ଛୁଇଣିଲେ ହାଣ୍ଡବଲ ଦୋଷ ହୁଏ।
==ଫୁଟବଲ ବିଶ୍ଵକପ ==
ଏହାର ଅନ୍ୟନାମ ଫିଫା ବିଶ୍ଵକପ।ଏହା ପ୍ରତି 4 ବର୍ଷରେ ଥରେ ଆୟୋଜିତ ହୁଏ।ବର୍ତମାନର ଫିଫା ବିଶ୍ଵ ବିଜେତା ହେଲା ଜର୍ମାନୀ। [[ଜର୍ମାନୀ]] ଏହାର ଚତୁର୍ଥ ବିଶ୍ଵକପ 2014ରେ ବ୍ରାଜିଲରେ ଜିତିଥିଲା।
"https://or.wikipedia.org/wiki/ଫୁଟବଲ"ରୁ ଅଣାଯାଇଅଛି