"ପର୍ଶୁରାମେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୪୫ କ ଧାଡ଼ି:
== ଇତିହାସ ==
[[File:Parasuramesvara Temple - Lingam.jpg|upright 0.6|thumb|right|ମନ୍ଦିରରେ ଥିବା ଶିବଲିଙ୍ଗ]]
ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । <ref name="temple"/><ref name="bengal57">[[#O'Malley|O'Malley]] 1908, p. 57</ref><ref>{{cite book|title=A dictionary of architecture and building: biographical, historical, and descriptive, Volume 2|url=https://books.google.com/books?id=dAgFAAAAYAAJ&pg=PA473|year=1901|publisher=The Macmillan Company|last=Sturgis|first=Russell|pages=473–474}}</ref> କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ବର ଓ ଲକ୍ଷ୍ମଣେଶ୍ବର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ । ଐତିହାସିକ [[କୃଷ୍ଣଚନ୍ଦ୍ର ପାଣିଗ୍ରାହୀ]] ଏହାକୁ ଖ୍ରୀ.ଅ ୬୫୦ର ବୋଲି କହନ୍ତି । <ref name="temple">{{cite journal|last=Pradhan |first=Dr. Baman Charan |title=Saktism at Bhubaneswar Through Ages |journal=Orissa Review |date=September 2009 |url=http://orissa.gov.in/e-magazine/Orissareview/2009/September/engpdf/101-105.pdf |format=PDF |accessdate=23 March 2013 |publisher=Government of Orissa e-Magazine |pages=10–102 |deadurl=yes |archiveurl=https://web.archive.org/web/20140309214746/http://orissa.gov.in/e-magazine/Orissareview/2009/September/engpdf/101-105.pdf |archivedate=9 March 2014 }}</ref> ଫରଗୁସନ୍ ଙ୍କଫରଗୁସନ୍ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।
 
ଏହି ମନ୍ଦିର ଟି ଶୈଳୋଦଭବ ବଂଶ ଦ୍ୱାରା ନିର୍ମିତ । ଏହି ବଂଶ [[ଶୈବ]] ଧର୍ମୀ ଥିଲେ । ଏମାନେ [[ଶାକ୍ତ]] ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ । ୧୯୦୩ ମସିହାରେ ଏହାର ମରାମତି କରାଯାଇଥିଲା । ମୂଳ ରୂପକୁ ସମାନ ରଖି କେବଳ ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ପୂର୍ବ ଉପକୂଳରେ ଥିବାରୁ ଅନ୍ୟ ମନ୍ଦିର ମାନଙ୍କ ପରି ୧୨ଶ-୧୩ଶ ଶତାବ୍ଦୀର ମୁସଲିମ ଆକ୍ରମଣ ଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇନାହିଁ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ [[ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ]] ଦ୍ୱାରା ହେଉଛି ।