"ଚେତନ ଭଗତ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ଙ୍କ +ଙ୍କ ) |
||
୨୪ କ ଧାଡ଼ି:
ଚେତନଙ୍କ ପ୍ରାରମ୍ଭିକ ଶିକ୍ଷା [[ଦିଲ୍ଲୀ]] ଆର୍ମି ସ୍କୁଲ୍ରେ ହୋଇଥିଲା । ଏହାପରେ ସେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଂଜିନିୟରିଂ ପାସ କରିବା ପରେ ସେ ଆଇଆଇଏମ୍ [[ଅହମଦାବାଦ]]ରେ ମ୍ୟାନେଜମେଣ୍ଟରେ ଡିଗ୍ରି ହାସଲ କରିଥିଲେ । ଅହମ୍ମଦାବାଦରେ ପଢୁଥିବା ସମୟରେ ସେ ତାଙ୍କ ବ୍ୟାଚର ବେଷ୍ଟ ଆଉଟ୍ ଗୋଇଁ ଷ୍ଟୁଡେଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ । ସେହି ସମୟରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୮ରେ ସେ ଅନୁସାଙ୍କୁ ବିବାହ କରିଥିଲେ । ଚେତନ ଏହାପରେ ତାଙ୍କ ପରିବାର ସହ [[ହଂକଂ]] ଯାଇ ଗୋଲମ୍ୟାନ ସାଚସରେ ଇନଭେଶ୍ଚମେଣ୍ଟ ବ୍ୟାଙ୍କର ଭାବେ କାମ କରିଥିଲେ ।୧୧ବର୍ଷ ହଂକଂରେ କାମ କରିବା ପରେ ଚେତନଙ୍କ କିନ୍ତୁ ବ୍ୟାଭ୍କ ଚାକିରିରେ ମନ ଲାଗିନଥିଲା । ସେ ବ୍ୟାଙ୍କ ଚାକିରି ଛାଡି ଲେଖାଲେଖି କରିବା ପାଇଁ [[ମୁମ୍ବାଇ]] ଚାଲିଅସିଥିଲେ ।
==ଲେଖକ ଜୀବନ==
ଲେଖାଲେଖି କରିବାରେ ତାଙ୍କର ପ୍ରବଳ ନିଶା ଥିବାରୁ ସେ ବ୍ୟାଙ୍କ ଚାକିରି ଛାଡି ସିଧା ମୁମ୍ୱାଇ ଚାଲିଆସିଥିଲେ । ୨୦୦୪ରେ ଚେତନଙ୍କ ପ୍ରଥମ ପୁସ୍ତକ ''ଫାଇଭ ପଏଣ୍ଟ ସମୱାନ'' ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏହି ପୁସ୍ତକଟି ତାଙ୍କ ଆଇଆଇଟି ଛାତ୍ର ଜୀବନ ଉପରେ ଆଧାରିତ ଥିଲା । ଏହି ପୁସ୍ତକଟି ଚେତନଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହି ପୁସ୍ତକ ଉପରେ ଆଧାରିତ ଅମିର ଖାନଙ୍କ ଅଭିନୀତ ''ଥ୍ରି ଇଡିଅଟସ'' ଫିଲ୍ମ ଲୋକପ୍ରିୟତାର ଶିର୍ଷରେ ଥିଲା। ୨୦୦୫ରେ
==ଆଧାର==
{{ଆଧାର}}
|