"ଚଉଖୁଟିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୨ କ ଧାଡ଼ି:
 
== ମନ୍ଦିର ଓ ଇତିହାସ ==
 ହିନ୍ଦୁ ଦେବୀ କାଲୀଙ୍କୁ ଆରାଧ୍ୟା ଦେବୀ ହିସାବରେ ଆରାଧନା କରାଯାଉଥିବା କାଲୀ ମନ୍ଦିର କୁ ଏଠାରେ ଅଙ୍ଗେରୀ ଦେବୀ ମନ୍ଦିର ନାମରେ କୁହାଯାଇଥାଏ । ରାମଗଙ୍ଗା ନଦୀ କୁଳରେ ଥିବା ଏହି ମନ୍ଦିର ସ୍ଥଳରେ ପ୍ରତିବର୍ଷ ଅଷ୍ଟମୀ ମେଳା ହେଇଥାଏ । ଏଠାକୁ ସମଗ୍ର ଅଞ୍ଚଳ ରୁ ବହୁ ସଂଖ୍ୟକ ଭକ୍ତ ଆସି ପଶୁବଳି ଦେଇଥାନ୍ତି । ଏଠାରୁ 6 କିଲୋମିଟର ଦୂରରେ ପ୍ରାଚୀନ ଲଖଣପୁର ମନ୍ଦିର ରହିଛି । ଏହାକୁ କଟୟୁରୀ ରାଜା ନିର୍ମାଣ କରିଥିଲେ । ଏହା ନିକଟରେ ପ୍ରାଚୀନ କଟୟୁରୀ  ରାଜ୍ୟର ରାଜମହଳ ଓ ଦୁର୍ଗର ଭଗ୍ନାବଶେଷ ମଧ୍ୟ ଏକ ଦର୍ଶନୀୟ ସ୍ଥଳ ହିସାବରେ ରହିଛି । ଏହି ସ୍ଥାନ କୁ " ଭାଇରାତ " ନାମରେ ମଧ୍ୟ କୁହାଯାଉଥିଲା ଓ ପ୍ରବାଦ ଅନୁସାରେ ଏହା ମହାଭାରତର ରାଟ ରାଜା ଙ୍କରାଜାଙ୍କ ରାଜଧାନୀ ଥିଲା । ଏଠାରେ ପାଣ୍ଡବ ମାନେ କିଛି କାଳ ରହିଥିଲେ ନୋଳି ଓକ କଥା ରୁ ଜଣାପଡେ । 
 
== ଗେଲେରୀ ==
"https://or.wikipedia.org/wiki/ଚଉଖୁଟିଆ"ରୁ ଅଣାଯାଇଅଛି