"ଗୋପାଳ ଶର୍ମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧ କ ଧାଡ଼ି:
{{Infobox cricketer|image=Cricket_no_pic.png|batting=Right-hand bat|bowling=Right-arm offbreak|country=India|columns=2|column1=[[Test cricket|Tests]]|column2=[[One Day International|ODIs]]|matches1=5|matches2=11|runs1=11|runs2=11|bat avg1=3.66|bat avg2=5.50|100s/50s1=-/-|100s/50s2=-/-|top score1=10*|top score2=7|deliveries1=1307|deliveries2=486|wickets1=10|wickets2=10|bowl avg1=41.79|bowl avg2=36.10|fivefor1=-|fivefor2=-|tenfor1=-|tenfor2=n/a|best bowling1=4/88|best bowling2=3/29|catches/stumpings1=2/-|catches/stumpings2=2/-|source=http://content-aus.cricinfo.com/ci/content/player/33952.html|date=4 February|year=2006}}
'''ଗୋପାଳ ଶର୍ମା ''' [[ଫାଇଲ:Loudspeaker.svg|ଲିଙ୍କ=ଫାଇଲ:Gopal_Sharma.ogg|11x11_ପିକସେଲ|ଶବଦ ବିଷୟରେ]] [[ମାଧ୍ୟମ:Gopal Sharma.ogg|pronunciation]]&#x20;<small class="metadata audiolinkinfo" style="cursor:help;">([[ଉଇକିପିଡ଼ିଆ:Media help|<span style="cursor:help;">help</span>]]·[[:ଫାଇଲ:Gopal Sharma.ogg|<span style="cursor:help;">info</span>]])</small> (ଜନ୍ମ 3 ଅଗଷ୍ଟ , 1960 , କାନପୁର ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ 1985 ମସିହା ରୁ 1990 ମସିହା ଭିତରେ  5 ଟି ଟେଷ୍ଟ ଓ 11 ଟି ଏକଦିବଶୀୟ ଖେଳିଥିଲେ ।ସେ ଜଣେ ଅଫ-ସ୍ପିନର ଥିଲେ । ଦଳ ପାଇଁ ରବି ଶାସ୍ତ୍ରୀ , ଶିବରାମକୃଷ୍ଣାନ , ମନିନ୍ଦର ସିଂହ , ଅର୍ଶଦ ଅୟୁବ , ଶିବଲାଲ ଯାଦବ ଓ ନରେନ୍ଦ୍ର ହିର୍ବାଣି ଙ୍କହିର୍ବାଣିଙ୍କ ପରି ପ୍ରତିଷ୍ଠିତ ସ୍ପିନର ରହିଥିବାରୁ ସେ ସ୍ଥାନ ପାଇବାରେ ଅସଫଳ ହଉଥିଲେ । <ref>{{cite web|url=http://www.cricinfo.com/india/content/player/33952.html|title=Gopal Sharma|publisher=[[Cricinfo]]|accessdate=22 January 2010}}</ref>
 
 ସେ ସ୍ଵାଧୀନତା ପରେ ଉତ୍ତର ପ୍ରଦେଶ ରୁ ଭରତ ପାଇଁ ଖେଳିଥିବା ପ୍ରଥମ କ୍ରିକେଟର ଥିଲେ । ସେ 2004 ଓ 2005 ମସିହାରେ ଭାରତୀୟ ଚୟନସମିତିର କେନ୍ଦ୍ର ଜୋନ ପାଇଁ ସଦସ୍ୟ ଥିଲେ ।  .<ref>{{cite web|url=http://content-usa.cricinfo.com/ci/content/story/143689.html|title =More and Roy retained as selectors |publisher=[[Cricinfo]]| date = 30 September 2004| accessdate=22 January 2010}}</ref>