"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୪୨ କ ଧାଡ଼ି:
୨. '''ପ୍ରସସ୍ତ ନେଟଵାର୍କ୍ ପ୍ରବେସ ସୁବିଧା''' - ଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟା ଦ୍ବାରା ଆଗକୁ ବଢା ଯାଇପାରିବ । ଏହା ଛୋଟ ଓ ବଡ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
<br>
୩. '''ସାଧନ ପାଇବା''' - ପ୍ରୋଭାଇଡର ଙ୍କପ୍ରୋଭାଇଡରଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।
<br>
୪. '''କ୍ଷୀପ୍ର ସ୍ଥିତିସ୍ଥାପକତା''' - କ୍ଲାଉଡ଼ର କ୍ଷମତାକୁ ସ୍ଵଇଚ୍ଛାରେ କ୍ଷୀପ୍ର କରାଯାଇପାରିବ । ଏହା ବୃଦ୍ଧି ହେଉଥିବା ଗ୍ରାହକଙ୍କ ସହ ଯୋଡି ହେବାର ସୁବିଧା ଦିଏ କାରଣ ପ୍ରତିଦିନ ଭାବରେ ଗ୍ରାହକଙ୍କ ଡିମାଣ୍ଡ ବୃଦ୍ଧି ହେଉଛି ।