"କିରଣ ରାଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
ଟିକେ Bot: Automated text replacement (- ଙ୍କ +ଙ୍କ )
୧୯ କ ଧାଡ଼ି:
* {{IMDb name|1444479|id=1444479}}
[[ଫାଇଲ:KiranRao.jpg|ଡାହାଣ|thumb|Rao in August 2013]]
କିରଣ  ଙ୍କ ପ୍ରଥମ ଫିଲ୍ମ ଥିଲା ଆଶୁତୋଷ ଗୋୱାରିକର ଙ୍କଗୋୱାରିକରଙ୍କ " ଲଗାନ " । ସେଥିରେ ସେ ସହ - ନିର୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଓ ଫିଲ୍ମ ଟି ଖୁବ ସଫଳ ହେଇଥିଲା । ଲଗାନ ୭୪ ତମ ଏକାଡେମି ପୁରସ୍କାର ପାଇଁ ନିଦେଶ୍ୟ ଭାଷା ଫିଲ୍ମ ଭାବରେ ମନୋନଯନ ସ୍ତର ଯାଏ ପହଞ୍ଚିଥିଲା । କିରଣ ଏହା ପରେ ଆଶୁତୋଷ ଙ୍କଆଶୁତୋଷଙ୍କ ସହ " ସ୍ଵଦେଶ " , " WE, The People " ପରି ଫିଲ୍ମରେ କାମ କରିଥିଲେ ଓ " ଦିଲ ଚାହତା ହେ  " ଫିଲ୍ମରେ ଏକ ଚରିତ୍ର ଭୂମିକାରେ ଅଭିନୟ <ref>{{Cite web}}</ref>ମଧ୍ୟ କରିଥିଲେ । ମୀରା ନାୟାର ଙ୍କନାୟାରଙ୍କ ଏକାଡେମି ପୁରସ୍କାର ପାଇଁ ମନୋନୀତ ଫିଲ୍ମ " Monsoon Wadding " ସେ କିରଣ ସହାୟକ ନିର୍ଦେଶିକା ଭାବରେ କାର୍ଯ୍ୟ କରିଥିଲେ । <ref>[http://entertainment.in.msn.com/bollywoodthisdecade/coupleofthedecade/gallery.aspx?cp-documentid=3397575&page=2 Kiran Rao]</ref> 
 
୨୦୧୧ ମସିହାରେ ସେ ନିଜସ୍ଵ ଲେଖାରେ " ଧୋବୀ ଘାଟ " ଫିଲ୍ମ ନିର୍ଦେଶନା ଦେଇଥିଲେ । .<ref>{{Cite news|work=The Times of India|title=Aamir is a dream producer: Kiran Rao|url=http://timesofindia.indiatimes.com/entertainment/bollywood/news-interviews/Aamir-is-a-dream-producer-Kiran-Rao/articleshow/7332065.cms|accessdate=21 January 2011}}</ref><ref>{{Cite web}}</ref> ସେ ବର୍ତମାନ କଲିକତା ସହର ଉପରେ ପରଜ୍ଯବେଶିତ ଏକ କାହାଣୀରେ ଫିଲ୍ମ ନିର୍ମାଣ କରୁଛନ୍ତି । .
୨୬ କ ଧାଡ଼ି:
 
== ବ୍ୟକ୍ତିଗତ ଜୀବନୀ ==
୨୦୦୫ ମସିହାରେ ସେ ଅଭିନେତା ଆମିର ଖାନଙ୍କୁ ବିବାହ କରିଥିଲେ । ଆମିର ତାଙ୍କ ପ୍ରଥମ ପତ୍ନୀ ଋନା ଦତ୍ତ ଙ୍କଦତ୍ତଙ୍କ ଠାରୁ ଛାଡପତ୍ର ଦେଇ ରହୁଥିଲେ । ବର୍ତମାନ କିରଣ ଆମିର ଙ୍କଆମିରଙ୍କ ସହ ମୁମ୍ବାଇର ବାନ୍ଦ୍ରା  ଆଞ୍ଚଳରେ ରହନ୍ତି ।  .<ref>{{cite web|url=http://www.expressindia.com/fullstory.php?newsid=60745|title=Grand reception for Aamir Khan-Kiran Rao wedding}}</ref> ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । .<ref>{{cite web|url=http://www.hindustantimes.com/Entertainment/Tabloid/Baby-boy-for-Aamir-Khan-Kiran-Rao/Article1-778024.aspx|title=Baby boy for Aamir Khan, Kiran Rao}}</ref>  <ref>{{cite news|url=http://articles.timesofindia.indiatimes.com/2013-08-14/news-interviews/41376061_1_aamir-khan-kiran-rao-motherhood|work=The Times Of India|title=Aamir made me open to different points of view: Kiran Rao - The Times of India}}</ref>
 
== ଫିଲ୍ମୋଗ୍ରାଫି ==
"https://or.wikipedia.org/wiki/କିରଣ_ରାଓ"ରୁ ଅଣାଯାଇଅଛି