"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କ +ଙ୍କ )
୩ କ ଧାଡ଼ି:
* [[ରାଧାନାଥ ରାୟ]] (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।
 
* ମଧୁ ସୁଦନ ରାଓ(୧୮୫୩-୧୯୧୨),ଗଙ୍ଗାଧର ମେହେର(୧୮୬୨-୧୯୨୪),ନନ୍ଦକିଶୋର ବଳ(୧୮୭୫-୧୯୨୮) ଓ ଫକିର୍ ମୋହନ ସେନାପତି(୧୮୪୩-୧୯୧୮) ଥିଲେ ରାଧାନାଥ ରାୟଙ୍କର ସମକାଳିନ କବି ł ମଧୁ ସୁଦନ ରାଓ ଭଗବାନ ସମ୍ବନ୍ଧିୟ ଓ ଦେଶଭକ୍ତି ବିଷୟରେ ରଚନା କରୁଥିଲେ ł ଗଙ୍ଗାଧର ମେହେର ଙ୍କମେହେରଙ୍କ ରଚନା ଗୁଡିକ ଥିଲା ମହାଭାରତ ଓ ରାମାୟଣ ରୁ ଅଦ୍ରୁତ ł ତାଙ୍କ ରଚନା ଗୁଡିକରେ ପୁରାତନ ସହିତ୍ୟ ଓ ସଂସ୍କୃତି ମଧ୍ୟ ସ୍ତାନ ପାଇଛି ł ସେ ଥିଲେ ଜଣେ ମହାନ କାରିଗର ł ଫକିର ମୋହନ ସେନାପତି ସାଧାରଣ ଜୀବନ ଯାପନ ବିଷୟରେ ରଚନା କରୁଥିଲେ ł ତାଙ୍କ ରଚନା ଗୁଡିକ ଅତ୍ୟନ୍ତ ସରଳ ଭାଷାରେ ଥିଲା ł
 
* ବିଂଶ ଶତାବ୍ଦୀର ପ୍ରଥମ କୋଡିଏ ବର୍ଷରେ ଦେଶାତ୍ମବୋଧକ କବିତା ଲେଖୁଥିବା କବି ମାନ ଙ୍କର ଉତ୍ଥାନ ପ୍ର୍ୟମନ ହୋଇଥିଲା І ଗୋପବନ୍ଧୁ ଦାଶ(୧୮୭୭-୧୯୨୮),ସେ ଆଧୁନିକ ଓଡ଼ିଶାର ପ୍ରତିସ୍ଥତ ତଥା ସତ୍ୟବାଦୀ ଦଳର ପ୍ରମୁଖ ନେତା ଥିଲେ І ସବୁଜ ଦଳ ନାମକ ଏକେ ଦଳ ସତୟବାଦୀ ଦଳ କୁ ଅନୁସରଣ କରୁଥିଲା І ଏହି ଦଳ ବଙ୍ଗଲ ଓ ସାହିତ୍ୟ ଭାଷା ସମ୍ଭନ୍ଧରେ ଲେଖୁଥିଲା І ସବୁଜ କବିତାର ରଚନା ଗୁଡିକଥିଲ ନୂତନ ବର୍ଗିୟ ଓ ଜୁବସୁଲଭ І