"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୯ କ ଧାଡ଼ି:
== ସ୍ଵାଧୀନତା ପରବର୍ତ୍ତୀ==
[[ଫାଇଲ:Ulla_Lindstrom,_Sucheta_Kripalani,_Sucheta_Kripalani,_Cairine_Wilson_and_Eleanor_Roosevelt.jpg|thumb|୧୯୪୯ ମସିହାରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟ ଙ୍କ ସହ ସୁଚେତା]]
ସ୍ଵାଧୀନତା ପରେ ସୁଚେତା ସକ୍ରିୟ ରାଜନୀତିରେ ରହି ୧୯୫୨ ସାଧାରଣ ନିର୍ବାଚନରେ ସେ ନୂଆ ଦିଲ୍ଲୀରେ ଏକ ନୂତନ ଦଳ କେ ଏମ ପି ପି (କିଷାନ ମଜଦୁର ପ୍ରଜା ପାର୍ଟି)ତରଫ ରୁ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ମନମୋହିନୀ ସହଗଳ ଙ୍କୁସହଗଳଙ୍କୁ ପରାସ୍ତ କରିଥିଲେ । ସେହି ସମୟରେ ତାଙ୍କ ସ୍ଵାମୀ ଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସ କୁ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶର ଗୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ । 
 
ପରେ ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହା ରୁ ୧୯୬୩ ମସିହା ଯାଏ ରାଜ୍ୟର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।