"ରୁକ୍ମଣୀ ଦେବୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୬ କ ଧାଡ଼ି:
 
== କିମ୍ବଦନ୍ତୀ ==
ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ପତ୍ନୀ ରୁକ୍ମିଣୀ ପରଶ୍ଵର ଠାରୁ ଏତେ ଦୂରରେ ଅବସ୍ଥାନ କରୁଥିବା ବିଷୟରେ ଏକ କାହାଣୀ ରହିଛି । ଥରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀ ମହାମୁନି ଦୁର୍ବାସା ଙ୍କୁଦୁର୍ବାସାଙ୍କୁ ତାଙ୍କ ଘରେ ଭୋଜନ ପାଇଁ ରଥରେ ଆମନ୍ତ୍ରଣ କରୁଥିଲେ । ବାଟରେ ଶୋଷ ହେବାରୁ ରୁକ୍ମିଣୀ ଶ୍ରୀକୃଷ୍ଣ ଙ୍କୁଶ୍ରୀକୃଷ୍ଣଙ୍କୁ ଜଳ ପାଇଁ କହିବାରୁ ଶ୍ରୀକୃଷ୍ଣ ଗଙ୍ଗା ଜଳ ତାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହା କ୍ରୋଧୀ ମୁନି ଦୁର୍ବାସା ତାଙ୍କୁ ଆଗରୁ ଜଳ ନ ଦେବାରୁ ସେ ପତିପତ୍ନୀ ବିଚ୍ଛିନ୍ନ ହେଇ ରହିବେ ବୋଲି ଅଭିଶାପ ପ୍ରଦାନ କରିଥିଲେ । <ref>{{Cite web|url=http://www.gujarattourism.com/destination/details/6/307|title=Jamnagar|accessdate=14 April 2015|publisher=Government of Gujarat Tourism}}</ref>
 
== ଆଧାର ==