"ରାଷ୍ଟ୍ରପତି ଭବନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ Bot: Automated text replacement (- ଙ୍କୁ +ଙ୍କୁ ) |
||
୧୯ କ ଧାଡ଼ି:
}}
'''ରାଷ୍ଟ୍ରପତି ଭବନ''' ଭାରତ ସରକାରର [[ରାଷ୍ଟ୍ରପତି]]ର ସରକାରୀ ଆବାସ ଅଟେ । ୧୯୫୦ ମସିହା ପର୍ଯ୍ୟନ୍ତ ଏହାକୁ "ବାଇସରାୟ ହାଉସ" କୁହାଯାଉଥିଲା । ସେତେବେଳେ ଏହା ତତ୍କାଳୀନ ଭାରତର ଗଭର୍ନର ଜେନେରାଲଙ୍କ ଆବାସ ଥିଲା । ଏହା ନୂଆଦିଲ୍ଲୀର ହୃଦୟ କ୍ଷେତ୍ରରେ ସ୍ଥିତ ଅଟେ । ଏହି ମହଲରେ ୩୪୦ଟି କକ୍ଷ ରହିଛି ଏବଂ ଏହା ବିଶ୍ୱରେ କୌଣସି ରାଷ୍ଟ୍ରଧ୍ୟକ୍ଷର ଆବାସ ରୁ ବଡ଼ ହୋଇଥାଏ । ବର୍ତ୍ତମାନ ଭାରତର ରାଷ୍ଟ୍ରପତି , ସେହି କକ୍ଷରେ ରୁହନ୍ତି ନାହିଁ , ଯେଉଁଠାରେ ବାଇଶରାୟ ରହୁଥିଲେ , ଅଥବା ସେ ଅତିଥି କକ୍ଷରେ ରହୁଥିଲେ। ଭାରତର ପ୍ରଥମ ଭାରତୀୟ ଗଭର୍ନର ''"ଶ୍ରୀ ସୀ ରାଜଗୋପାଳଚାର୍ଯ୍ୟ"''
==ଅଭିକଳ୍ପନା==
[[ଦିଲ୍ଲୀ]]ଦରବାର ବର୍ଷ ୧୯୧୧ରେ ଭାରତର ରାଜଧାନୀକୁ ତତ୍କାଳୀନ କଲିକତାରୁ ସ୍ଥାନାନ୍ତରିତ କରି ଦିଲ୍ଲୀ ଆଣିବାର ନିର୍ଣ୍ଣୟ କରାଗଲା । ଏହି ନିର୍ଣ୍ଣୟ ୧୨ ଡିସେମ୍ବର କୁ ''ଜର୍ଜ ପଞ୍ଚମ''' ଦ୍ୱାରା ଘୋଷିତ କରାଗଲା । ଏହି ଯୋଜନା କୁ ଗଭର୍ନର ଜେନେରାଲଙ୍କ ମତକୁ ପ୍ରଧାନ ଏବଂ ଅତୀବ ବିଶେଷ ଦର୍ଜା ଦିଆଗଲା ।
ଏହାର ମୂଳ ଯୋଜନା ଅନୁସାରେ , କିଛି ଏପରି ତିଆରି କରିବାର ଥିଲା ଯାହା କି ପୂର୍ବ ଏବଂ ପାଶ୍ଚାତ୍ୟ ଶୈଳୀର ମିଶ୍ରଣ ଅଟେ । କିଛି ଲୋକଙ୍କ ରାୟରେ ଏହା ବହୁ ପରମ୍ପରା ଗତ ଶୈଳୀରେ ହେବାର ଥିଲା , ଯାହା ପ୍ରାଚୀନ ଶାଳୀରେ ହେବାର ଥିଲା । କିନ୍ତୁ ଏହା ଭାରତରେ ସ୍ପଷ୍ଟତଃ ପାଶ୍ଚାତ୍ୟ ଶକ୍ତି ପ୍ରଦର୍ଶନ ହୋଇଥାନ୍ତା , ଯାହା ଅମାନ୍ୟ ଥିଲା । ସେଇଠାରେ ଦ୍ଵିତୀୟ ପାର୍ଶ୍ୱରେ ବହୁ ଲୋକଙ୍କର ମତ ଥିଲା କି , ଏହା ପୁର୍ନତଃ ଭାରତୀୟ ସ୍ଥାପତ୍ୟକଳାର ଅଟେ । ଏହି ଦ୍ଵୟର ମିଶ୍ରଣରେ ବହୁ ଅନୁପାତ ପ୍ରସ୍ଥାବିତ ଥିଲା । ତା'ପରେ ବାଇଶରାୟ କହିଲେ ଯେ, ମହଲ ପରମ୍ପରା ଗତ ହେବ କିନ୍ତୁ ଭାରତୀୟ ମୋଟୀଫ ବିନା । ଏହା ସେଠାରେ ଅଭିକଳ୍ପନା ଥିଲା , ଯାହା ମୂର୍ତ ରୂପେ ଆଜି ଠିଆ ହୋଇଛି । ଏହି ମହଲ ପାଖାପାଖି ସେହି ରୂପେ ତିଆରି ହୋଇଛି ଯାହା କି ଲୁଟ୍ୟନ୍ସ,
ଲୁଟ୍ୟନ୍ସ ଓ ବେକର, ଯାହାଙ୍କୁ ବାଇସରାୟ ହାଉସ ଏବଂ ସଚିବାଳୟର କାର୍ଯ୍ୟ ଭାର ଦିଆଗଲା , ସେମାନେ ଅରମ୍ଭରରେ ବହୁ ସହୃଦୟରେ କାମକଲେ ତା'ପରେ ନିଜ ନିଜ ଭିତରେ ଝଗଡା କଲେ । ଆରମ୍ଭିକ ଯୋଜନା ଅନୁସାରେ ବାଇସରାୟ ହାଉସକୁ ରାଜ୍ୟସେନାର ପାହାଡି ଉପରେ ତିଆରି କରି ଦୁଇ ସଚିବାଳୟ ତଳେ ତିଆରି କରିବାର ଥିଲା । ପରେ ସଚିବାଳୟକୁ ୪୦୦ ଗଜ ପଛକୁ ଟାଣି ପାହାଡି ଉପରେ ତିଆରି କରିବା ଲାଗି ନିଷ୍ପତି ନିଆଗଲା । ଲୁଟ୍ୟନ୍ସଙ୍କ ଯୋଜନା ଅନୁସାରେ ଭବନ ଏକାକୀ ଉଞ୍ଚାରେ ସ୍ଥିତ ହୋଇଥାନ୍ତା , ଯେପରି ସଚିବାଳୟ କାରଣରୁ ନିଜ ମୂଳ ଯୋଜନାରୁ ପଛକୁ ଖସିଯିବାକୁ ପଡିଲା , ତା'ସହ ଆଗରେ ଦୁଇ ସଚିବାଳୟଙ୍କୁ ଛିଡା ହେବାକୁ ପଡିଲା । ଏହା ତାଙ୍କ ବିବାଦର କାରଣ ଥିଲା । ଏହି ମହଲର ପୂର୍ଣ୍ଣ ହେବା ପରେ ଲୁଟ୍ୟନ୍ସ ବେକାରରେ ଭଲ ଲଢେଇ କଲେ , କାରଣ ବାଇସରାୟ ହାଉସର ଦୃଶ୍ୟ , ସଡକର ଉଚ୍ଚା କୋଣ କାରଣରୁ ବାଧିତ ହୋଇଯାଇଥିଲା ।
ଲୁଟ୍ୟନ୍ସ ଏହି ବିବାଦକୁ ବେକରଳୁ ସ୍ତରର ମାନିଥିଲେ । କିନ୍ତୁ ବହୁ ପ୍ରୟାସ ପରେ ମଧ୍ୟ ଏହାକୁ ବଦଳେଇ ପାରିଲେ ନାହିଁ । ସେ ଚାହୁଁଥିଲେ କି, ଭବନର ତଳ ସ୍ତର ପର୍ଯ୍ୟନ୍ତ ଲମ୍ବା ଢାଳରେ ସଡକ ଆସୁ, ଯାହାଦ୍ୱାରାକି ଭବନର ଦୃଶ୍ୟରେ ବାଧିତ ନ ହେଉ , ଏବଂ ଦୂରରୁ ଦୃଶ୍ୟ ହେଉ । ୧୯୧୪ ମସିହାରେ ବେକର ଏବଂ ଲୁଟ୍ୟନ୍ସ ସହିତ ଅୟୋଜିତ ଏକ ସମିତିରେ ନିଷ୍ପତି ନିଆଗଲା କି, ସଡକର ଢାଲ ୨୫ ରୁ ୧ ହେଉ, ଯାହା ପରେ ୨୨ ରୁ ୧ ହେଲା । ଏହାଦ୍ୱାରା ଅଧିକ ଠିଆ ହୋଇଥିବା ଢାଲ ଭବନର ଦୃଶ୍ୟକୁ ଆହୁରି ବଧିତ କରିଥା'ନ୍ତା । ଲୁଟ୍ୟନ୍ସ ଏହା ଜାଣିଥିଲେ କି, ଏହି ଢାଲ ମଧ୍ୟ ଏହାର ଦୃଶ୍ୟକୁ ପୂର୍ଣ୍ଣତଃ ଦେଖେଇ ପାରିବ ନାହିଁ । ତା'ପରେ ସେ ଏହାକୁ କମ କରିବାର ନିବେଦନ କଲେ । ୧୯୧୬ ମସିହାରେ ଇସ୍ପିରିୟଲ ଦିଲ୍ଲୀ ସମିତି ଲୁଟ୍ୟନ୍ସଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ । ଲୁଟ୍ୟନ୍ସ ସେତେବେଳେ ମଧ୍ୟ ଏହା ବୁଝିଲେ କି , ବେକର ସରକାରଙ୍କୁ ଖୁସି କରି ଏବଂ ପଇସା ବନେଇବାରେ ଅଧିକ ଲାଗିଥିଲା , ନାହିଁ କି ଭଲ ଶ୍ରେଣୀର ବାସ୍ତୁ ରୂପାଙ୍କନରେ ଧ୍ୟାନ କେନ୍ଦ୍ରିତ କରିବାରେ ।
|