୩୯,୦୫୬
ଗୋଟି ସମ୍ପାଦନା
ଟିକେ (Bot: Automated text replacement (- ରେ +ରେ )) |
ଟିକେ (Bot: Automated text replacement (- ଙ୍କୁ +ଙ୍କୁ )) |
||
{{ଛୋଟ|Zoology}}
[[ବିଜ୍ଞାନ]]ର ଯେଉଁ ବିଭାଗରେ ପ୍ରାଣୀ ଏବଂ ସେମାନଙ୍କ ବିଶେଷତ୍ଵ ବିଷୟରେ ଆଲୋଚନା କରାଯାଏ ତାହାକୁ ପ୍ରାଣୀବିଜ୍ଞାନ କୁହାଯାଏ । ଏହି ବିଷୟ କୁ ଅଧ୍ୟୟନ କରୁଥିବା
ଇଂରାଜିରେ ଏହି ବିଷୟ କୁ Zoology କୁହାଯାଏ । ଏହା ଦୁଇଟି ଗ୍ରିକ୍ ଶବ୍ଦ ଜୋଇନ୍( zōion) ଓ ଲୋଗସ୍ ( logos)ରୁ ଆସିଛି,ଯାହାର ଅର୍ଥ ଯଥାକ୍ରମେ ପ୍ରାଣୀ ଓ ଅଧ୍ୟୟନ ।
|