"ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୧୫ କ ଧାଡ଼ି:
 
== ନୋବେଲ ପୁରସ୍କାର ଓ ଭାରତ ==
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ଵ]]ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।[[ଭାରତ]]ରେ ପ୍ରଥମେ ୧୯୧୩ ମସିହାରେ ବିଶ୍ଵକବି [[ରବିନ୍ଦ୍ରନାଥ ଟାଗୋର]]ଙ୍କୁ ସାହିତ୍ୟରେ ତାଙ୍କର ଲେଖା '''[[ଗିତାଞ୍ଜଳୀ]]''' ପାଇଁ ମିଳିଥିଲା। ତା ପରେ [[ସି.ଭି.ରମଣ]] ବିଜ୍ଞାନ ପାଇଁ ୧୯୩୦ରେ, ଡ.[[ହରଗୋବିନ୍ଦ ଖୁରାନା]]ଙ୍କୁ ୧୯୮୬ରେ, [[ମଦର ଟେରେସା]]ଙ୍କୁ ୧୯୭୯ରେ,ପ୍ରଫେସର [[ଅମର୍ତ୍ତ୍ୟ ସେନ]] ଙ୍କୁ ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ , [[ବିଦ୍ୟାଧର ସୁରତପ୍ରସାଦ ନୈପାଲ୍]] ୨୦୦୧ରେ ସାହିତ୍ୟ ପାଇଁ, [[କୈଳାସ୍ ସତ୍ୟାର୍ଥୀ]] ଙ୍କୁ ବିଶ୍ୱ ଶାନ୍ତି କ୍ଷେତ୍ରରେ ନିଜର ଅବଦାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି ।ଏହିମାନେ ନିଜସ୍ଵ କ୍ଷେତ୍ରରେ ଅବଦାନ ଓ ଉତ୍କର୍ଷତା ପାଇଁ ବିଶ୍ୱର ଶ୍ରେଷ୍ଠ ପୁରସ୍କାର ପାଇ [[ଭାରତ]]ର ଗୌରବ ଦ୍ଵିଗୁଣିତ କରିପାରିଛନ୍ତି।<ref>http://www.infoqueenbee.com/2009/10/list-of-indians-awarded-nobel-prize.html</ref>
 
== ଆଧାର ==