"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୧ କ ଧାଡ଼ି:
 
{{delete}}[[ଫାଇଲ:Death_of_Jayadratha.jpg|thumb|300x300_ପିକସେଲ|ଅର୍ଜୁନ ଙ୍କ ପଶୁପତସ୍ତ୍ର ଦ୍ଵାରା  ଜୟଦ୍ରଥ ବଧ ]]
ଭାରତର କିମ୍ବଦନ୍ତୀ କଥା [[ମହାଭାରତ]]ରେ ଜୟଦ୍ରଥ ଜଣେ ଚର୍ଚିତ ଚରିତ୍ର । କଥାନୁସାରେ ସେ ତତ୍କାଳୀନ ସିନ୍ଧୁ ସାମ୍ରାଜ୍ୟର ରାଜା ଥିଲେ । ୧୦୦ କୌରବ ଭାଇ ମାନଙ୍କ ଏକମାତ୍ର ଭଗିନୀ ଦୁଶାଳା ଙ୍କୁଦୁଶାଳାଙ୍କୁ ସେ ବିବାହ କରିଥିଲେ । '''
 
== ବ୍ୟୁପତ୍ତି ତତ୍ଵ ==
' ଜୟଦ୍ରଥ' ଶବ୍ଦ ଟି ଦୁଇଟି ସଂସ୍କୃତ ଶବ୍ଦ ରୁ ଉପନ୍ନ । ' ଜୟ' ଓ 'ରଥ 'ର ସମ୍ମିଳନରେ ଏହାର ଉପ୍ପତି । ଏହା ବିଜୟୀ ରଥର ଅଧିକାରୀ ଙ୍କୁଅଧିକାରୀଙ୍କୁ ବୁଝାଏ । 
* ସିନ୍ଧୁରାଜ ବୋଲି ମଧ୍ୟ ତାଙ୍କୁ କୁହାଯାଇଥିବାର ଉଲ୍ଲେଖ 
* ତାଙ୍କର ଅନ୍ୟ ନାମ ସୈନ୍ଧବ ( ସିନ୍ଧୁ ରାଜା ଙ୍କ ଉତ୍ତରାଧିକାରୀ )
 
== ଦ୍ରୌପଦୀ ହରଣ ==
' ମହାଭାରତ 'ରେ ଜୟଦ୍ରଥ ଚରିତ୍ର ପ୍ରାଧାନ୍ୟତା କୁ ଆସନ୍ତି ଯେତେବେଳେ ପାଣ୍ଡବ ମାନଙ୍କ ବନବାସ ପର୍ବ ଚାଲେ । ଶକୁନି ଙ୍କ ଚକ୍ରାନ୍ତ ଫଳ ସ୍ୱରୂପ ଧର୍ମରାଜ ଯୁଧିଷ୍ଠିର ଙ୍କ ସହ ତାଙ୍କର ଭାଇ ମାନେ ପତ୍ନୀ ଦ୍ରୌପଦୀ ଙ୍କୁଦ୍ରୌପଦୀଙ୍କୁ ନେଇ ବନବାସରେ ରହନ୍ତି । ଦିନେ ପାଣ୍ଡବ ମାନେ ଫୁଲ , ଡୁବ ଘାସ, ହୋମ କାଷ୍ଠ  ଓ ଅନ୍ୟ ପୂଜା ସାମଗ୍ରୀ ସଂଗ୍ରହ ପାଇଁ ପାଣ୍ଡବ ମାନେ ଦ୍ରୌପଦୀ ଙ୍କୁଦ୍ରୌପଦୀଙ୍କୁ ଆଶ୍ରମରେ ଏକ ଛାଡି ଅରଣ୍ୟ କୁ ଗଲେ । ଗଲା ବେଳେ ନିକଟରେ ଥିବା ମୁନି ତୃଣବିନ୍ଦୁ ଙ୍କୁତୃଣବିନ୍ଦୁଙ୍କୁ ଦ୍ରୌପଦୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବାକୁ କହି ଯାଇଥିଲେ । ସେହି ଦିନ ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀ ଙ୍କୁଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ମନ୍ତ୍ରୀ କୋଟିକାଶ୍ୟ ଙ୍କ ଠାରୁ ଦ୍ରୌପଦୀ ଙ୍କ ପରିଚୟ ବିଷୟରେ ଜାଣିବା ପରେ ତାଙ୍କ ପାଖକୁ ଯାଇ ତାଙ୍କ ରୂପରେ ମୁଗ୍ଧ ହେଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବ ମାନେ ତାଙ୍କ ଆଶ୍ରମ କୁ ଫେରି କୁଟୀରରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀ ଙ୍କୁଦ୍ରୌପଦୀଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମା ଙ୍କୁଭୀମାଙ୍କୁ ଆଦେଶ ଦେଲେ ।ଉଭୟ ଯାଇ ଜୟଦ୍ରଥ ଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କାଲେ ଓ ତାଙ୍କୁ ଯୁଧିଷ୍ଠିର ଙ୍କ ସମିପ କୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଶାଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିର ଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥ ଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।   
 
== ଭଗବାନ ଶିବ ଙ୍କ ପ୍ରଥମ ଆଶୀର୍ବାଦ ==
ପାଣ୍ଡବ ମାନଙ୍କ ଠାରୁ ପାଇଥିବା ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବ ଙ୍କୁଶିବଙ୍କୁ କଠୋର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କ ପାଖ ରୁ ପାଣ୍ଡବ ମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତି ଦ୍ଵାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 
 
== ତାଙ୍କ ପିତା ଙ୍କ ଠୁ ଆଶୀର୍ବାଦ  ==
ଜୟଦ୍ରଥ ସିଂହାସନ ଆରୋହଣ କରିବା ପୂର୍ବ ରୁ ତାଙ୍କ ପିତା ବୃଦ୍ଧକ୍ଷତ୍ର ରାଜା ଥିବା ବେଳେ ଏକ ଦୈବବାଣୀ ଶୁଣିଥିଲେ ଯେ ଜୟଦ୍ରଥ ଙ୍କ ବଧ ହେବ । ସେ ହତୋଶହ ହେଇ ତାଙ୍କ ବଂଶ ନାଶ ହେଇଯିବା ଭୟରେ ଅରଣ୍ୟ କୁ ଯାଇ ତପସ୍ୟାରେ ମଗ୍ନ ହେଲେ । କଠୋର ତପସ୍ୟା ପରେ ଦିବ୍ୟତା ଲାଭ କରି ତାଙ୍କ ପୁତ୍ର ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ ' ଅମରତ୍ଵ 'ର ବର ପ୍ରଦାନ କରିବାକୁ ଚାହିଲେ । ହେଲେ ତାଙ୍କର ଦିବ୍ୟ ଶକ୍ତି ଏଥିପାଇଁ ଯଥେଷ୍ଟ ନ ହେବାରୁ କେବଳ ଜୟଦ୍ରଥ ଛିନ୍ନ ମଶ୍ସିସ୍କ ଭୂମିରେ ପଡିଲେ ସହସ୍ର ଖଣ୍ଡ ହେଇ ମୃତ୍ୟୁ ହେବ ଅନ୍ୟଥା ସେ ଆମର ରହିବେ ବୋଲି ବର ଦେଇ ପାରିଲେ । 
 
== କୁରୁଷେତ୍ର ଯୁଦ୍ଧ ରେ ==
କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଜୟଦ୍ରଥ ସ୍ଵାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନା ଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟ ଙ୍କ ଦ୍ଵାରା ପ୍ରଣିତ ଚକ୍ରବୁହ୍ୟ ରଚନାରେ ଜୟଦ୍ରଥ ନେତୃତ୍ଵ ନେଇ ପାଣ୍ଡବ ମାନଙ୍କୁ ଅସୁବିଧାରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନ ଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଲା ପରେ ବାହାର କୁ ଆସିବାର କୌଶଳ ଶିଖି ନଥିବାରୁ ବାହାରି ପାରିଲେ ନାହି । ତେଣୁ ସେ ଅନ୍ୟତ୍ର ଯୁଦ୍ଧରେ ମଗ୍ନ ଥିବା ଅନ୍ୟ ପାଣ୍ଡବ ମାନଙ୍କ ଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣରେ ବର୍ବର ଭାବେ ନିହତ ହେଲେ । 
 
ପାଣ୍ଡବ ମାନେ ଅଭିମନ୍ୟୁ ଙ୍କୁଅଭିମନ୍ୟୁଙ୍କୁ ଉଦ୍ଧାର କରିବାକୁ   ଭିତର କୁ ଯିବାର ଯେତେ ଉଦ୍ୟମ କଲେ ମଧ୍ୟ ଜୟଦ୍ରଥ ଶିବ ଙ୍କ ଠାରୁ ପାଇଥିବା ବର ବଳରେ ସମସ୍ତ ପାଣ୍ଡବ ଶକ୍ତି ଙ୍କୁଶକ୍ତିଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁ ଙ୍କ ମୃତ୍ୟୁର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିଖାରେ ଆତ୍ମାହୁତି ଦେବି ବୋଲି କହିଲେ । ୧୪ ଶ ଦିନର ଯୁଦ୍ଧ ଏହା ଉପରେ ପର୍ଜ୍ୟବେଶିତ ହେଲା । 
 
== ଅର୍ଜୁନ ଙ୍କ ପ୍ରତିଶୋଧ ==
[[ଫାଇଲ:Jayadratha's_head_falls_in_his_father's_lap.jpg|thumb|ଜୟଦ୍ରଥଙ୍କ କଟା ମୁଣ୍ଡ ତାଙ୍କ ପିତା ଙ୍କ କୋଳ ରେ ]]
ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନା କୁ ଭେଦ କରି ଭୀଷଣ ଯୁଦ୍ଧରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥ ଙ୍କ ନିକଟ କୁ ପହଞ୍ଚି ପାରିନଥିଲେ । ସାରା କୌରବ ସେନା ଜୟଦ୍ରଥଙ୍କୁ କବଚ ପରି ଘେରି ସୁରକ୍ଷ୍ୟା ଦଉଥିଲେ । ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କର କୂଟନୀତି ଆରମ୍ଭ କରିଥିଲେ । ସେ ତାଙ୍କର ସୁଦର୍ଶନ ଚକ୍ର କୁ ସୂର୍ଯ୍ୟ ଙ୍କୁସୂର୍ଯ୍ୟଙ୍କୁ ଘୋଡେଇ ସନ୍ଧ୍ୟା ହେଇଯାଇଥିବାର ଭ୍ରମ ସୃଷ୍ଟି କରିବାକୁ ଆଦେଶ ଦେଲେ । ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦାରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ । ଏହି ସମୟରେ ହଠାତ ସୁଦର୍ଶନ ଚକ୍ର ସୂର୍ଯ୍ୟ ଙ୍କୁସୂର୍ଯ୍ୟଙ୍କୁ ଅନାବରଣ କଲେ ଓ ସେହି ସୁଯୋଗରେ ଅର୍ଜୁନ ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ ବଧ କଲେ । ଅର୍ଜୁନ ଙ୍କ ଅସ୍ତ୍ର ଆନ୍ଧାସ୍ତ୍ର ଜୟଦ୍ରଥ ଙ୍କ ସିର ଛେଦନ କରି ତାକୁ ଅରଣ୍ୟରେ ଥିବା ଜୟଦ୍ରଥ ଙ୍କ ପିତା ଙ୍କ କୋଳରେ ପକେଇ ଦେଲା । ତପସ୍ୟା ରତ  ବୃଦ୍ଧକ୍ଷତ୍ର ହଠତ୍ ଉଠିପଡିବାରୁ ଜୟଦ୍ରଥଙ୍କ ଶିର ଭୂମିରେ ପତନ ହେଇ ତାହା ପିତା ଙ୍କ ବର  ଅନୁସାରେ ସହସ୍ର ଖଣ୍ଡରେ ପରିଣତ ହେଲା । 
 
ଉପର ଲିଖିତ କାହାଣୀର କିଛି ଅନ୍ୟ ପ୍ରକାର ବର୍ଣନା ମଧ୍ୟ ରହିଛି । କେତେକ ଙ୍କ ମତରେ ଅର୍ଜୁନ ତାଙ୍କର ଧନୁ ଦ୍ଵାରା ହିଁ ଜୟଦ୍ରଥ ଙ୍କୁଜୟଦ୍ରଥଙ୍କୁ ବଧ କରିଥିଲେ । 
 
== ପରବର୍ତୀ ଘଟଣା ==
କୁରୁକ୍ଷେତ୍ର ମହାସମର ପରେ ଅର୍ଜୁନ ସିନ୍ଧୁ ସାମ୍ରାଜ୍ୟ ବିଜଯ କରି ଥିଲେ ମଧ୍ୟ ଜୟଦ୍ରଥଙ୍କ ବିଧବା ପତ୍ନୀ ଦୁଶଳା ଙ୍କ ଅନୁରୋଧ ରକ୍ଷା କରି ଜୟଦ୍ରଥ ଙ୍କ ପୁତ୍ର ସୂରଥ ଙ୍କୁସୂରଥଙ୍କୁ ପ୍ରାଣଦାନ ପୂର୍ବକ ରାଜ୍ୟ ପ୍ରଦାନ ମଧ୍ୟ କରିଥିଲେ ।  
 
== ଟିପ୍ପଣୀ ଓ ଆଧାର ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି