"ଚତୁର୍ଶୃଙ୍ଗୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୩୫ କ ଧାଡ଼ି:
'''ଚତୁର୍ଶୃଙ୍ଗୀ ମନ୍ଦିର''' (ଚତୁଶ୍ରୀଙ୍ଗୀ ମନ୍ଦିର ମଧ୍ୟ କୁହାଯାଏ<ref>{{Cite web|url=http://www.chattushringidevasthanpune.org|title=Website of Chattushringi Devi Mandir|last=|first=|date=|website=www.chattushringidevasthanpune.org|publisher=|access-date=25 December 2016}}</ref> ) [[ମହାରାଷ୍ଟ୍ର]]ରାଜ୍ୟର [[ପୁନା]] ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । <ref>{{cite web|title=Chaturshringi Temple|url=http://www.mapsofindia.com/pune/places-of-interest/religious-places/chaturshringi-temple.html|work=mapsofindia.com|accessdate=25 December 2016}}</ref> ଏହା ସେନାପତି ବାପତ ରାସ୍ତା ସନ୍ନିକଟରେ ଥିବା ପାହାଡର ଗଡାଣିରେ ଅବସ୍ଥିତ । କଥିତ ଅଛିଯେ ଏହି ମନ୍ଦିର ମରାଠା ରାଜା [[ଶିବାଜୀ]]ଙ୍କ ରାଜୁତିକାଳରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୁଏ । 
 
ଚତୁର୍ଶୃଙ୍ଗୀ  କହିଲେ ପ୍ରକୃତରେ ଚାରିଟି ର୍ଶୃଙ୍ଗୀ ( peaks) ଥିବା ପର୍ବତ କୁ ବୁଝାଏ । ଏହି ଚତୁର୍ଶୃଙ୍ଗୀ ମନ୍ଦିରର ଉଚ୍ଚତା  ୯୦ ଫୁଟ ହେଇଥିବାବେଳେ ଏହା ୧୨୫ ଫୁଟ ଦୀର୍ଘ । ଏହି ମନ୍ଦିର ବିଶ୍ବାସ ତଥା ପରମ ଶକ୍ତିକୁ ନିଦର୍ଶନ କରେ । ଏହାର ଅଧିଷ୍ଠାତ୍ରୀ ଦେବୀ ଙ୍କ ଆସନ ପାଖରେ ଦର୍ଶନ କରିବାକୁ ଯାଉଥିବା ଭକ୍ତ ଙ୍କୁଭକ୍ତଙ୍କୁ ଶତାଧିକ ସୋପାନ ଚଢିବାକୁ ହୁଏ। ମନ୍ଦିର ପ୍ରାଙ୍ଗଣରେ ଦେବୀ [[ଦୁର୍ଗା]] ତଥା ଭଗବାନ [[ଗଣେଶ]]ଙ୍କ ମନ୍ଦିର ମଧ୍ୟ ରହିଛି । ଏହା ମଧ୍ୟରେ ଅଷ୍ଟବିନାୟକ ଙ୍କ  ମନ୍ଦିରରେ ସୁନ୍ଦର ମୂର୍ତି  ଆଠଟି ମଧ୍ୟ ରହିଛି । ଏହି ସବୁ ସାନ ମନ୍ଦିର ସେଠାରେ ଥିବା ସାନ ପାହାଡରେ ୪ ଟି ର୍ଶୃଙ୍ଗୀ ଉପରେ ଅବସ୍ଥିତ । ଆହୁରି ମଧ୍ୟ ବେତାଳ ମହାରାଜ ଙ୍କ ମଧ୍ୟ ଏକ ମନ୍ଦିର ସେଇ ପ୍ରାଙ୍ଗଣ ଭିତରେ ବିରାଜମାନ । 
 
== କିମ୍ବଦନ୍ତୀ ==