"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୫ କ ଧାଡ଼ି:
  
 
ମାତ୍ର ୧୯୨ ଜଣ ଛତ୍ର ଛାତ୍ରୀ ଙ୍କୁଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷ୍ୟା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା , ବିଜ୍ଞାନ , ବାଣିଜ୍ୟ ବିଭାଗ ସହ କମ୍ପୁଟର ପ୍ରୟୋଗ ବିଭାଗ , ବୟନ କଳା ବିଭାଗ , ଫୋଟୋଗ୍ରାଫି ଶିକ୍ଷ୍ୟା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରା ଯାଇଛି । 
 
ସ୍ଵୟଂ ଚାଳିତ ମାନ୍ୟତା