"ଓଡିସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ Bot: Automated text replacement (- ଙ୍କୁ +ଙ୍କୁ )
୩ କ ଧାଡ଼ି:
==ଇତିହାସ==
 
ହେଲେନ ଙ୍କ ସ୍ଵୟମ୍ବର ସଭାରେ ଅଡିସିଅସ୍ ମଧ୍ୟ ଥିଲେ । କିନ୍ତୁ ମେନାଲାଉସ, ହେଲେନ ଙ୍କୁହେଲେନଙ୍କୁ ପସନ୍ଦ କରୁଛନ୍ତି ଜାଣିବା ପରେ ସେ ହେଲେନ ଙ୍କ ବିବାହ ତାଙ୍କ ସଙ୍ଗେ କରିଦେଲେ ଏବଂ ନିଜେ ହେଲେନ ଙ୍କ ଆତ୍ମୀୟା ପେନିଲୋପ ଙ୍କୁପେନିଲୋପଙ୍କୁ ବିବାହ କଲେ । ଅଡିସିଅସଙ୍କ କୂଟକୌଶଳ ଫଳରେ ହେଲେନ ଙ୍କ ସ୍ଵଯମ୍ବର ସଭାରେ ଯୋଗ ଦେଇଥିବା ସମସ୍ତ ରାଜକୁମାର ହେଲେନ ଙ୍କୁହେଲେନଙ୍କୁ ବିପଦ ସମୟରେ ରକ୍ଷା ହେତୁ ପ୍ରତିଜ୍ଞାବଦ୍ଧ ହେଲେ । ବିବାହର କିଛି ବର୍ଷ ପରେ ଥରେ ଟ୍ରୟ ରାଜକୁମାର ପ୍ୟାରିସ ସ୍ପାର୍ଟା ବୁଲିବାକୁ ଆସିଥିଲେ । ପ୍ୟାରିସ ଦ୍ଵାରା ହେଲେନ ଅପହୃତ ହେବାରୁ ସମସ୍ତ ଗ୍ରିକବୀର ଟ୍ରୟ ଆକ୍ରମଣ ପାଇଁ ଏକତ୍ରିତ ହେଲେ । ଅଡିସିଅସ ଙ୍କ ବିଚକ୍ଷଣ ବୁଦ୍ଧି ଏବଂ ଦୁଃସାହସ ପାଇଁ ସୁଦୀର୍ଘ ଟ୍ରୟ ଯୁଦ୍ଧର ଅବସାନ ଘଟିଥିଲା । ତାଙ୍କ ପରାମର୍ଶରେ ଟ୍ରୋଜାନ ଲୋକ ମାନଙ୍କୁ ପ୍ରତାରିତ କରିବା ପାଇଁ ବିଖ୍ୟାତ ଟ୍ରୟର ଘୋଡ଼ା ନିର୍ମିତ ହେଲା । ଯୁଦ୍ଧଶେଷ ହେଲା ପରେ ସ୍ବଦେଶ ଫେରିଲା ସମୟରେ ସମୁଦ୍ର ଦେବତା ପୋସାଇଡେନର କୋପରେ ପଥଭ୍ରଷ୍ଟ ହେଲେ । ଅନେକ ଦୁଃଖ ସହି ଶେଷରେ ତାଙ୍କ ରାଜ୍ୟ ଇଥାକାରେ ପହଞ୍ଚିଥିଲେ । <ref>{{cite web|title=Odysseus on Birtanica|url=http://www.britannica.com/EBchecked/topic/425301/Odysseus}}</ref>
 
==ଆଧାର==
"https://or.wikipedia.org/wiki/ଓଡିସିଅସ"ରୁ ଅଣାଯାଇଅଛି