"ଅଜିତ ଅଗରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Bot: Automated text replacement (- ଙ୍କୁ +ଙ୍କୁ )
ଟିକେ (Bot: Automated text replacement (- ରେ +ରେ ))
ଟିକେ (Bot: Automated text replacement (- ଙ୍କୁ +ଙ୍କୁ ))
 
== ବ୍ୟକ୍ତିଗତ ଜୀବନ ==
ନିଜର ଜେଜେବାପା ଓ ଜେଜେ ମା ଙ୍କ ଦ୍ଵାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳି ଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳି ଙ୍କୁଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି ।<ref>http://www.lookuppage.com/users/ajitagarkar/</ref>
 
== ବୋଲିଂ ଷ୍ଟାଇଲ ==
 
== ଆଧାର ସମୂହ ==
୧ ଏପ୍ରିଲ ୧୯୯୮ରେ ସେ କୋଚିରେ ଅଷ୍ଟ୍ରେଲିଆ ସହ ଏକଦିବାସୀୟ ଖେଳି ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ ଆଦାମ ଗିଲଖ୍ରୀଷ୍ଟ ଙ୍କୁଗିଲଖ୍ରୀଷ୍ଟଙ୍କୁ ଆଉଟ କରିଥିଲେ । </div></div>
 
== ବାହ୍ୟ ସଂଯୋଗ ==
୩୯,୦୫୬

ଗୋଟି ସମ୍ପାଦନା